Latest Odisha News

BREAKING NEWS

Browsing Tag

Chandbali

୯୧ ବର୍ଷ ବୟସରେ ଚାନ୍ଦବାଲିର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ

ଭଦ୍ରକ: ଚାନ୍ଦବାଲିର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ ଘଟିଛି । ଆଜି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଗଙ୍ଗାଧର । ଆଜି ସକାଳୁ ଗଙ୍ଗାଧର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ପ୍ରଥମେ ତିହିଡ଼ି ଗୋଷ୍ଠୀ…

ଚାନ୍ଦବାଲିରୁୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଧଳା ଜହର ଜବତ

ଭଦ୍ରକ: ଚାନ୍ଦବାଲି ରୋଡରୁ ଆଜି ଏସଟିଏଫ୍ ପ୍ରାୟ ୧ କିଲୋ ୧୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯ।।ହାର ଆନୁମାନିକ ମୂଲ୍ୟ ଏକ କୋଟି ୧୪ ଲକ୍ଷ ଟଙ୍କା ହେବ । ଏଥି ସହ ଜଣେ ଅଭିଯୁକ୍ତ ମୀର୍ ମିନାଜକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ମୀର୍ ଦୀର୍ଘ ଦିନ ହେବ ଚାନ୍ଦବାଲି ଅଂଚଳରେ…

ମେ’ ୨୭ରେ ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ; ଆରଡ଼ିରେ ଉଠିଲା ଲଗ୍ନଥାଳ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପାରମ୍ପରିକ ବିବାହ ଉତ୍ସବ ଆସନ୍ତା ମେ’ ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ଦେବଦମ୍ପତିଙ୍କ ବିବାହ ଉତ୍ସବ ଲାଗି ସୋମବାର ଦିନ ବିଧି ମୁତାବକ ଲଗ୍ନଥାଳ ଉଠିଛି । ମିଳିଥିବା ସୂଚନାନୁଯାୟୀ, ଆରଡ଼ିର…

ଅସ୍ଥାୟୀ କ୍ୱାରେନଣ୍ଟାଇନ ସେଣ୍ଟରରେ ପାନୀୟ ଜଳର ଅବ୍ୟବସ୍ଥା ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ି ଗ୍ରାମ ପଞ୍ଚାୟତ ଲାଗି ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପାନୀୟ ଜଳର ଅବ୍ୟବସ୍ଥା ରହିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆରଡ଼ି ପଞ୍ଚାୟତ ଲାଗି ସ୍ଥାନୀୟ ଆରଡ଼ି ହାଇସ୍କୁଲରେ ହୋଇଥିବା…