ବାଣୀ କାପୁରଙ୍କୁ ଧରି ଗାଁ ଚଣ୍ଡିଗଡରେ ପହଂଚିଲେ ଅଭିନେତା ଆୟୁଷ୍ମାନ୍ !
ମୁମ୍ବାଇ: ବଲିଉଡର ଭର୍ସାଟାଇଲ୍ ଆକ୍ଟର ଆୟୁଷ୍ମାନ ଖୁରାନା । ବଜେଟ୍ କମ୍ ହେଲେ ବି ତାଙ୍କ ଫିଲ୍ମ ସବୁବେଳେ ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇଥାଏ । ଏପରିକି ଫିଲ୍ମ ନିର୍ମାତାମାନେ ବି ତାଙ୍କୁ ଗ୍ୟାରେଣ୍ଟିର ସହ ସାଇନ୍ କରାଇଥାନ୍ତି । ଆଗାମୀ ଦିନରେ ଏହି ଅଭିନେତା ଏକ ନୂଆ ପ୍ରୋଜେକ୍ଟରେ ନଜର…