Latest Odisha News
Browsing Tag

Chhat Puja

ସୁରୁଖୁରୁରେ ସମ୍ପନ୍ନ ହେଲା ଲୋକ ଆସ୍ଥାର ମହାପର୍ବ ଛଠ୍‌ ପୂଜା

ନୂଆଦିଲ୍ଲୀ: ଜନ ବିଶ୍ୱାସର ମହାପର୍ବ ଛଠ୍‌ ପୂଜା ସମ୍ପନ୍ନ ହୋଇଛି। ଛଠ୍‌ ବ୍ରତଧାରୀମାନେ ନିଜ ସନ୍ତାନ ସୁରକ୍ଷା ଏବଂ ପରିବାରର ସମୃଦ୍ଧତା କାମନା କରି ଶନିବାର ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ। ଚାରି ଦିନର ଏହି ବ୍ରତ ଶନିବାର ସକାଳ ୬.୪୮ ରେ ସୂର୍ଯ୍ୟଙ୍କ ଉପରେ ଅର୍ଘ୍ୟ ଅର୍ପଣ…

ଛଟ ପୂଜା ପାଳନ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ଛଟ ପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଓଡିଶା ସରକାର । ଏପରିକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଦୀ ପଠାରେ ଏକାଠି ଗାଧୋଇବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଘରେ ରହି ପୂଜା କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ନିର୍ଦେଶ ଦେଇଛନ୍ତି ।…

ରାଉରକେଲାରେ ଏ ବର୍ଷ ଛଟ୍ ପୂଜା ମନା

ରାଉରକେଲା: ଏ ବର୍ଷ ରାଉରକେଲାରେ ହେବନି ଛଟ୍ ପୂଜା । ଏଥିସହ ନଭେମ୍ବର ୩୦ ଯାଏଁ ରାଉରକେଲା ସହରରେ କୌଣସି ପୂଜା ହେବ ନାହିଁ । କରୋନା ଯୋଗୁଁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଏହାଛଡ଼ା ନଭେମ୍ବର ୩୦ ତାରିଖ ଯାଏଁ ରାଉରକେଲା ସହରରେ କୌଣସି ପୂଜା ହେବ ନାହିଁ। ଛଟ୍‌ ପୂଜା ପରି ଦୀପାବଳି,…