ଚିକେନ ଲଲିପପ୍
ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଲଲିପପ୍ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।
ଆବଶ୍ୟକୀୟ ସାମଗ୍ରୀ:
ଚିକେନ (ଲେଗ୍ ପିସ୍) – ୬, ଅଣ୍ଡା – ୧, କର୍ଣ୍ଣଫ୍ଲୋର – ୧ କପ, ରସୁଣ ପେଷ୍ଟ – ୧ ଚେବୁଲ ଚାମଚ, ଅଦା ପେଷ୍ଟ – ୧ ଚାମଚ, ଲୁଣ – ଏକ ଚାମଚ, ତେଲ – ଡିପ୍ ଫ୍ରାଇ କରିବା…