Latest Odisha News

BREAKING NEWS

Browsing Tag

china population

ଚୀନରେ ଦ୍ରୁତ ଗତିରେ ହ୍ରାସ ପାଉଛି ଜନସଂଖ୍ୟା

ବେଜିଂ: ଚୀନରେ କମୁଛି ଜନସଂଖ୍ୟା । ଵିଶ୍ଵର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ଏବେ ଦ୍ରୁତ ଗତିରେ ହ୍ରାସ ପାଉଛି ଜନସଂଖ୍ୟା । ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ପରିବର୍ତ୍ତନ ଦେଖା ଦେଇଛି । ନାଶନାଲ ବ୍ୟୁରୋ ଅଫ ଷ୍ଟାଟିଟିକ୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି…

ଜନସଂଖ୍ୟା ବିଶେଷଜ୍ଞଙ୍କ ଚେତାବନୀ; କମିଯିବ ଚାଇନାର ଜନସଂଖ୍ୟା!

ବେଜିଂ: ବିଶ୍ୱର‌େ ଚାଇନାର ରହିଛି ସର୍ବାଧିକ ଜନସଂଖ୍ୟା ଅଛି। ଚାଇନାରେ ବର୍ଷ ବର୍ଷ ଧରି ଏକ ଶିଶୁ ନୀତି ପ୍ରଣୟନ କରାଯାଇଥିଲା। ତେବେ ବର୍ତ୍ତମାନ ଚାଇନାରେ ଜନସଂଖ୍ୟା ଶୀଘ୍ର ହ୍ରାସ ପାଇବା ଆରମ୍ଭ କରିପାରେ ବୋଲି ଅନୁମାନ କରାଯାଉଛି। ଜନସଂଖ୍ୟା ବିଶେଷଜ୍ଞମାନେ ମଧ୍ୟ ଏ ବିଷୟରେ ଚେତାବନୀ…