Latest Odisha News

BREAKING NEWS

Browsing Tag

Chorabali

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୯ କିଛି କହିବାର ଥିଲା? ସୁକାନ୍ତିର ଅନ୍ୟମନସ୍କତା ଓ ଅସ୍ଥିର ଭାବକୁ ଲକ୍ଷ କରି ପ୍ରଶ୍ନ କଲା କୁମାର । ଆଜ୍ଞା । ମୁଁ ଟିକେ ଯାଇଥାଆନ୍ତି । ମାଆ ତ ଶୋଇଛନ୍ତି, ଅତି ବିନମ୍ର ଭାବରେ ତଳକୁ ମୁହଁ ପୋତି କଥା ପଦିକ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୮ କି ପ୍ରକାର ମୂର୍ଖ ! ବୁଦ୍ଧି ବୃତ୍ତି କ'ଣ ଟିକିଏ ହେଲେ ନାହିଁ । ସୁକାନ୍ତି ଯେ ଆଠ ମାସର ଗର୍ଭବତୀ । ତା’କୁ ହେଭି କାମ କରିବାକୁ ମ୍ୟାଡ଼ମ୍ ବାରମ୍ବାର ବାରଣ କରିବାର ଶୁଣିଛି ସେ । ତାଙ୍କୁ ସମ୍ଭାଳିନେବା ୟା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୭ ଆପଣ ଗୋଟିଏ କାମ କରନ୍ତୁ, ମୁଁ ରେଫର କରିଦୋଉଛି, ମୋର ଜଣେ ସିନିୟର । ପ୍ରଫେସର କର । ସାଇକ୍‌ଆଟ୍ରିଷ୍ଟ । ତାଙ୍କ ପାଖକୁ ନେଇଯିବେ । ଏବେ ନୁହେଁ, ଚାରିପାଞ୍ଚ ଦିନ ମେଡ଼ିସିନ ଖାଇ ଜର ଭଲ ହେବାପରେ । ଆପଣ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୬ ଛାତିରେ ଚାଉଁ କିନା ଲାଗିଲା । ଓକିଲ ଜେରା କଲାପରି ପଚାରିଦେଲେ । ତାଙ୍କ ଆଖିରେ ଏ କି ପ୍ରଶ୍ନବାଚୀ! କ'ଣ ଅନୁମାନ କଲେ ଯେ, ଏମିତି ପଚାରିଲେ ଡକ୍ଟର ? ତା’ ପରେ ସେ କ’ଣଟା ଜାଣିନି ତାଙ୍କ ବିଷୟରେ!…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୩ ସତରେ ସିଙ୍ଗାପୁର ନୁହେଁ ଏଇଟା ସ୍ୱର୍ଗପୁର । ଇଉ କାଣ୍ଟ ଇମାଜିନ୍ । ମୁଁ ବହୁତ ଖୁସି । ଏ ଚିକମିକ୍ ସହରରେ କି ଆକର୍ଷଣ! ଯାହା ହେଲେ ବି ଦେଶ ବାହାରର କଥା କିଛି ଅଲଗା । ଇଛା ହେଉଛି ସାରା ଜୀବନ ଏଇଠି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୨  ଆଉଟ୍ ହାଉସ୍‌ର ଏକ ବଖରା ଘରେ କେତେ ଖୁସି ହେଇ ପାରୁଛନ୍ତି ଏ ଦମ୍ପତି! କାଲି ସକାଳୁ ଛୁଆଟେ ଆସିବ, ତାଙ୍କ କୋଳକୁ । ପୁରି ଉଠିବ ତାଙ୍କ ସଂସାର । ଭଗବାନ ଖୁସିରେ ରଖନ୍ତୁ । ଏବେ ଏବେ ସୁକାନ୍ତିକୁ ଦେଖିଲେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୧ )

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୧  ଆପଣଙ୍କ କଥା ପଚାରୁଥିଲେ । ମା’ ଶୋଇଛନ୍ତି ବୋଲି କହିଲି ଯେ, ଶୁଣିଛନ୍ତି ନା' କେଜାଣି । ବହୁତ ତରବରରେ ଥିଲେ । ତାଙ୍କର ତ’ ଖାଲି ଫୋନ୍ ପରେ ଫୋନ୍‌..ସାଙ୍ଗେ ସାଙ୍ଗେ ପଳେଇଲେ । ଓଃ... ଲଞ୍ଚ ପାଇଁ କ'ଣ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୦ ଆରାଧ୍ୟା କ'ଣ କାନ୍ଦି ପକେଇବା ଉଚିତ! ନା କାନ୍ଦିବ କାହିଁକି? ତା' ସ୍ୱାମୀ ସାଧାରଣ ଲୋକ ନୁହେଁ ଯେ, ଏନି ଟାଇମ୍ ସ୍ତ୍ରୀ ପାଖରେ ନଙ୍ଗର ପଙ୍ଗର ହୋଉଥିବେ? ସେ ଜଣେ ସକ୍ସସେସ୍‌ଫୁଲ୍ ବିଜିନେସମ୍ୟାନ୍ । ତାଙ୍କ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୮  ବିଛଣାରେ ଗଡି ପଡି ଶୋଇବାକୁ ଚେଷ୍ଟା କଲା । ନାଁ ହବନି । ମନେ ପଡିଲେ ଛାତି ଭିତରେ କିଛି ଘଟୁଛି ଯେମିତି । ଯେମିତି ଘୂର୍ଣ୍ଣିଝଡଟେ ବାରବାର ମୁଣ୍ଡ ଟେକୁଛି । ଭାରି ଉଛନ୍ନ ବାହାରିଯିବ ପଦାକୁ । ଏଇଥି ପାଇଁ ସେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୭ ସରି.. ତୁମେ କହିଥିଲ କଥା ହବାକୁ, ମୁଁ ଟିକେ..’ ଇଟସ୍ ଓକେ । ସନ୍ଧ୍ୟାରୁ ମାର୍କ କରୁଛି ଆପଣ ଟାୟର୍ଡ ଲାଗୁଛନ୍ତି । ଶୁଅନ୍ତୁ, ମୁଁ ମ୍ୟାନେଜ କରିନେବି । ଆରେ ନା ନା..ମୁଁ ଠିକ୍ ଅଛି । ଆଛା ଗପିବା ରୁହ ।…