କୋରିଓଗ୍ରାଫର ରାକେଶ ମାଷ୍ଟରଙ୍କ ଦେହାନ୍ତ, ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକାକୁଳ ପରିବେଶ
ହାଇଦ୍ରାବାଦ: ତେଲୁଗୁ ଇଣ୍ଡଷ୍ଟ୍ରିର ଅନ୍ୟତମ ଜଣାଶୁଣା କୋରିଓଗ୍ରାଫର ରାକେଶ ମାଷ୍ଟରଙ୍କ ଦେହାନ୍ତ ହୋଇଛି। ଦେହାନ୍ତ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ରାକେଶ ମାଷ୍ଟର କିଛି ଦିନ ପୂର୍ବରୁ ବିଶାଖାପାଟନମରେ ସୁଟିଂ କରୁଥିଲେ ଏବଂ ନିକଟରେ ହାଇଦ୍ରାବାଦ ଫେରିଥିଲେ। ସେ ହାଇଦ୍ରାବାଦକୁ…