Latest Odisha News

BREAKING NEWS

Browsing Tag

Cmc commissioner

ସିଏମସି କମିଶନରଙ୍କୁ ବାଥରୁମ କବାଟ ଦେଲେ କଟକ କଂଗ୍ରେସ ନେତା

କଟକ : ସରକାରଙ୍କ ବିଫଳତାକୁ ନେଇ ବିରୋଧି ବିଭିନ୍ନ ପ୍ରକାରର ପ୍ରତିବାଦ କରୁଥିବାର ଦେଖିବାକୁ ମିଳେ । ହେଲେ କଟକ ସହରରେ କିଛି ଭିନ୍ନ ଘଟଣା ଦେଖିବାକୁ ମିଳିଛି  । କଟକ ମହାନଗର ନିଗମର କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି କିଛି ଭିନ୍ନ ଧରଣର ଓ ନିଆରା  ଘଟଣା । ସିଏମସି କମିଶନରଙ୍କୁ ବାଥରୁମ…

ସିଡିଏ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ମେୟର ଓ କମିଶନରଙ୍କ ଆଲୋଚନା

କଟକ: କଟକ ମହାନଗର ନିଗମ ସମ୍ଳିଳନୀ କକ୍ଷରେ ସିଡିଏ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ମେୟର ସୁବାଷ ସିଂହ ଓ କମିଶନର ନିଖିଳ ପବନ କଲ୍ୟାଣ ସିଡିଏ ଅଞ୍ଚଳରସମସ୍ୟା ସମ୍ପର୍କିତ ଆଲୋଚନା କରିଥିଲେ  । ଆଜି ପ୍ରଥମଥର ପାଇଁ ମେୟର ସୁବାସ ସିଂହ ଓ କମିଶନର ନିଖିଲ ପବନ କଲ୍ୟାଣଙ୍କ ଆହ୍ବାନ କ୍ରମେ ସିଡିଏ…

କଟକରେ ୪୬.୩୯ % ଲୋକଙ୍କ ଦେହରେ ଆଣ୍ଟିବଡି

କଟକ: ଧୀରେ ଧୀରେ ରାଜ୍ୟରେ କମୁଛି କରୋନା । ଏଥିସହ ସୁସ୍ଥ ହାର ମଧ୍ୟ ବଢ଼ିଚାଲିଛି । ଏଥିସହ ଲୋକଙ୍କ ଦେହରେ ବିକଶିତ ହେଉଛି ଆଂଟିବଡି । କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶତି ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ…

କଟକର କଂଟେନମେଂଟ ଜୋନ୍‌ରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ: ସିଏମ୍‌ସି କମିଶନର

କଟକ: କଟକର କଂଟେନମେଂଟ ଜୋନ୍‌ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସହରର ଜଟି କଂଟେନମେଂଟ ଜୋନ୍‌ରୁ ୪୦୪ଟି କରୋନା ଆକ୍ରାନ୍ତ ବାହାରିଛନ୍ତି । ବେହେରା ସାହିରେ ୧୨୦୦ ଲୋକ ରହୁଥିବା ବେଳେ ଏଠାରୁ ୬୮୯ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ଏଥିରୁ ୨୮୦ ଜଣଙ୍କର ନମୁନା ପଜିଟିଭ ଆସିଛି…

‘ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ସଂକ୍ରମଣ ସଂଖ୍ୟା ଅଧିକ’

କଟକ: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସିଲିଭର ସିଟି କଟକରେ ମଧ୍ୟ ବିପଦ ବଢ଼ୁଛି । ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗ୍ରାମାଂଚଳରେ ୬୪.୯% ଏବଂ ସହରାଂଚଳରେ ୫୩.୦୧% ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଆଜି ସାମ୍ବାଦିକ…