Latest Odisha News

BREAKING NEWS

Browsing Tag

CMC

କଟକକୁ ବାହାର ରାଜ୍ୟରୁ ଆସିଛନ୍ତି ୫୧୦୧ ଜଣ ପ୍ରବାସୀ: ସିଏମ୍‌ସି କମିଶନର

କଟକ: କଟକ ସିଏମ୍‌ସି ଅଂଚଳକୁ ବାହାର ରାଜ୍ୟରୁ ଏଯାଏଁ ୫,୧୦୧ ଜଣ ପ୍ରବାସୀ ଆସିଛନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି । ସେ କହିଛନ୍ତି, ବାହାର ରାଜ୍ୟରୁ ଆସିଥିବା ଲୋକଙ୍କୁ ଟ୍ରାକ୍ କରାଯାଇ ସଂଗରୋଧ ବ୍ୟବସ୍ଥା କରାଯାଇଛି। ସିଏମ୍‌ସି…

କରୋନା ମୁକାବିଲା: ସିଏମ୍‌ସି ଜଗିବ ମହିଳା ଆରୋଗ୍ୟ ସମିତି

କଟକ: କରୋନା ମୁକାବିଲା ପାଇଁ କଟକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଣିକି ସିଏମ୍‌ସି ଜଗିବ ମହିଳା ଆରୋଗ୍ୟ ସମିତି । କରୋନା ମୁକାବିଲା ଲାଗି କଟକ ବସ୍ତି ଅଂଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି କଟକ ମହାନଗର ନିଗମ। କଟକ ମହାନଗର ନିଗମରେ କୋଭିଡ-୧୯ ଅବଜରଭର୍‌ ତଥା ରାଜ୍ୟ ସରକାରଙ୍କ ପ୍ରମୁଖ…

କୋଭିଡ ନିୟମ ଉଲ୍ଲଙ୍ଘନ: ୬ଟି ଦୋକାନ ସିଲ୍ କଲା ସିଏମ୍‌ସି

କଟକ: ସିଲ୍ ହେଲା କଟକର ୬ଟି ଦୋକାନ । ସାମାଜିକ ଦୂରତା ନିୟମ ଉଲଂଘନ ଅଭିଯୋଗରେ ୬ଟି ଦୋକାନକୁ ସିଲ୍ କଲା କଟକ ମହାନଗର ନିଗମ। ସହରରେ ଥିବା ୨ ଟି କପଡା ଦୋକାନ, ବାଦାମବାଡିରେ ଥିବା ୨ଟି ମୋବାଇଲ ଦୋକାନ, ଏକ ସୁଇଟ୍ସ ଷ୍ଟଲ ଏବଂ ଅନ୍ୟ ଏକ ଦୋକାନକୁ ସିଲ କରିଛି ସିଏମସି। ସହରରେ ସାମାଜିକ…