Latest Odisha News

BREAKING NEWS

Browsing Tag

CMC

ସୁନ୍ଦର ଚିତ୍ରକଳାରେ ସଜେଇ ହେଉଛି ସିଲଭରସିଟି କଟକ

ସିଲଭରସିଟି କୁ ସରସ ସୁନ୍ଦର କରିବା ପାଇଁ କଟକ ମହାନଗର ନିଗମର ଅଭିନବ ପ୍ରୟାସ । କଟକ ସହରର ବିଭିନ୍ନ ଫ୍ଲାଇ ଓଭର ଗୁଡିକରେ କଟକ ଓ ଓଡ଼ିଶାର ସଂସ୍କୃତି କୁ ଚିତ୍ରିତ କରାଯାଉଛି। ଭାଇଚାରାର ସହର କଟକ କୁ ସବୁବେଳେ ସୁନ୍ଦର କରିବା ପାଇଁ କଟକିଆ ମାନେ ସବୁବେଳେ ଦାବି କରି ଆସିଛନ୍ତି। ଏହି…

କଟକରେ ଅଧାରୁ ଅଧିକ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଚିହ୍ନଟ

କଟକ: ସିଲଭର ସିଟି କଟକରରେ ମାଡି ଚାଲିଛି କରୋନା । ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଏଯାଏଁ କଟକରେ ୨୪୮ଟି ପିଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିରୁ ଅଧାରୁ ଅଧିକ ସଂକ୍ରମିତ ସହରର ବିଭିନ୍ନ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ସିଏମ୍‌ସି କମିଶନର ଅନନ୍ୟା ଦାସ ଓ କୃଷି ସଚିବ ସୌରଭ…

କରୋନା ମୁକ୍ତ ରହୁ ହସ୍ପିଟାଲ: ସିଏମ୍‌ସି

କଟକ: କଟକରେ ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଭଳି ବଡ ବଡ ହସ୍ପିଟାଲରେ କରୋନା ଭୂତାଣୁ ବ୍ୟାପିବା ପରେ ସିଏମ୍‌ସିର ବଢ଼ିଛି ଚିନ୍ତା । ଆଜି ସିଏମ୍‌ସି କମିଶନର ଅନନ୍ୟା ଦାସ ପ୍ରେସ୍‌ମିଟ୍‌ରେ କହିଛନ୍ତି ଯେ, ବର୍ତ୍ତମାନ କଟକର ବିିଭିନ୍ନ ହସ୍ପିଟାଲକୁ କିଭଳି ଭୂତାଣୁ ମୁକ୍ତ…

କଟକ ସହରରେ ବଢ଼ିବନି ସଟ୍‌ଡାଉନ୍‌ ଅବଧି

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟଡାଉନ । ଆଜି ଏହି ସଟଡାଉନ ଅବଧି ସରୁଥିବା ବେଳେ ଏହା ଆଗକୁ ଆଉ ବୃଦ୍ଧି ହେବନାହିଁ ବୋଲି ସୂଚନା ଦେଇଛି କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରର ରଖି ଗତ ସୋମବାରଠାରୁ ୨ଟି ପର୍ଯ୍ୟାୟରେ ସଟ୍‌ଡାଉନ୍‌ ଲାଗୁ…

କଟକରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ

କଟକ: ସୋମବାର କଟକ ଜିଲ୍ଲାରୁ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ୩ ଜଣ ସିଏମ୍‌ସି ଅଂଚଳର ଅଛନ୍ତି । ଏନେଇ କଟକ ମହାନଗର ନିଗମ ଟୁଇଟ୍ କରି ସୂଚନା ଦେଇଛି । ସିଏମସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ ପେଡ୍ କ୍ୱାରେଣ୍ଟାଇନରେ ୬୨ ବର୍ଷୀୟ…

ଜୁଲାଇ ୮ ଯାଏଁ କଟକ ସଟଡାଉନ୍‌

କଟକ: ଆସନ୍ତା ଜୁଲାଇ ୮ ତାରିଖ ଯାଏଁ ସଟଡାଉନ୍ ରହିବ କଟକ ସହ । ବଢ଼ୁଥିବା କରୋନା ସଂକମ୍ରିତଙ୍କ ସଂଖ୍ୟାକୁ ଦେଖି ସିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୮ ତାରିଖ ରାତି ୧୨ ଟା ଯାଏଁ କଟକ ସହର ସଟ୍‌ଡାଉନ୍ ରହିବ । କେବଳ ସଉଦା, କ୍ଷୀର ଓ ପରିବା ଦୋକାନ ଖୋଲା ରହିବ । ସକାଳ…

କଟକ ସହରରୁ ୭ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି କଟକ ଜିଲ୍ଲାରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ କଟକ ମହାନଗର ନିଗମର ବୋଲି ସିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି । ଚିହ୍ନଟ ହୋଇଥିବା ସମସ୍ତ ୭ଟି କେସ୍ ଲୋକାଲ କଣ୍ଟାକ୍ଟ ବୋଲି ସୂଚନା ମିଳିଛି । ୭ ଜଣଙ୍କ ମଧ୍ୟରୁ ୬ଜଣ ଆଚାର୍ଯ୍ୟ ହରିହର…

କଟକ କ୍ୟାନ୍‌ସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ

କଟକ: କ୍ୟାନ୍ସର ହସ୍ପିଟାଲରୁ ପୁଣି ବାହାରିଲେ ପଜିଟିଭ । କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁ ଆଉ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି । ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଆହାର…

କଟକ ସିଡିଏ ସେକ୍ଟର-୯, ବଡମ୍ବା ପଂଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: କଟକ ସିଡିଏ ସେକ୍ଟର-୯ ଅଂଚଳରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି l ସେହିପରି ବଡ଼ମ୍ବାରେ ଆଉ ୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହେବା ପରେ…

କଟକ କ୍ୟାନ୍‌ସର ହସ୍ପିଟାଲର ୨ ନର୍ସଙ୍କୁ କରୋନା

କଟକ: ରାଜ୍ୟରେ କରୋନା ତାର କାୟା ମେଲାଇବାରେ ଲାଗିଛି । କରୋନା ଯୋଦ୍ଧାଙ୍କୁ ହେଲାଣି କରୋନା । କଟକ ହରିହର କ୍ୟାନସର୍ ହସ୍ପିଟାଲର ୨ ନର୍ସ ପଜିଟିଜ ଚିହ୍ନଟ ହୋଇଛନ୍ତି । କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ହସ୍ପିଟାଲର ୫୨ ଜଣ…