Latest Odisha News

BREAKING NEWS

Browsing Tag

Cold Wave In Odisha

ଜାଡ଼ ଭାଙ୍ଗୁଛି ହାଡ଼: ଦୁଇ ଦିନ ଶୀତରୁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଛି ଶୀତ । ଆଗାମୀ ଦୁଇ ଦିନ ଶୀତରୁ ନିସ୍ତାର ନାହିଁ । ଖସୁଛି ରାତିର ତାପମାତ୍ରା । ପ୍ରବଳ ଥଣ୍ଡାରେ ଥରୁଛି ଓଡ଼ିଶା । ଅଧିକାଂଶ ଜିଲ୍ଲାରେ ରାତିର ତାପମାତ୍ରା ୩-୫ ଡିଗ୍ରୀ ଯାଏ ହ୍ରାସ ପାଇଛି । ଆସନ୍ତା ୩୧ ତାରିଖ ଯାଏ ଏଭଳି ଶୀତ ଲହରି ଜାରି ରହିବ ବୋଲି…

ଆଜିଠୁ ରାଜ୍ୟରେ ପୁଣି ବଢିବ ଶୀତ

ଭୁବନେଶ୍ବର: ରାଜ୍ୟରେ ବର୍ଷାର ପରିମାଣ କମିବା ପରେ ଆଜିଠୁ ପୁଣି ଶୀତ ବଢିବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ। ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀକୁ ଖସିବାର…

ରାଜ୍ୟରେ ଶୀତର ଲହରୀ ଜାରି, ଆସନ୍ତା ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ସୋନପୁର , ବୌଦ୍ଧ, ନୟାଗଡ଼, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ରହିବ…