Latest Odisha News

BREAKING NEWS

Browsing Tag

commits suicide

ଚିନ୍ତା ବଢ଼ାଇଲା ଋଣ ଭାର: ଝୁଲି ପଡ଼ିଲେ ଦମ୍ପତି

ପୁରୀ : ଋଣ ଭାର ସହି ନପାରି ଝୁଲି ପଡ଼ିଲେ ଦମ୍ପତି । ପୁରୀ ଜିଲ୍ଲା କଣାସ ବ୍ଲକର ଅଁଳାଯୋଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା। ଋଣ ପରିଶୋଧ ପାଇଁ ମାନସିକ ଚାପ ପଡ଼ିବାରୁ ଦୁହେଁ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ ଦମ୍ପତି ହେଲେ ୫୮ ବର୍ଷୀୟ ବାନାମ୍ବର ବେହେରା ଏବଂ ୫୩ ବର୍ଷୀୟ ବନିତା…

ଝୁଲନ୍ତା ଅବସ୍ଥାରେ ମିଳିଲା ଆଉ ଜଣେ ଟିକଟକ୍ ଷ୍ଟାରଙ୍କ ମୃତଦେହ

ପୁନେ: ପୁନେର ବାଘୋଲି ସ୍ଥିତ ନିଜ ଘରେ ଟିକଟକ୍ ଷ୍ଟାର ସମୀର ଗାୟକ୍ୱାଡ୍ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସମୀରଙ୍କର ବୟସ ମାତ୍ର ୨୨ ବର୍ଷ । ରବିବାର ସନ୍ଧ୍ୟା ୫ଟା ସମୟରେ ତାଙ୍କ ଘର ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ପୋଲିସ…

ପୋଷା ବିଲେଇ ପାଇଁ ଚାଲିଗଲା ନାବାଳକର ଜୀବନ !

ଉତ୍ତରପ୍ରଦେଶ: ଘରକୁ ଆସିଲାନି ବିଲେଇ ଛୁଆ । ଚାଲିଗଲା ୧୪ବର୍ଷୀୟ ନାବାଳକର ଜୀବନ । ସତରେ ଏହି କରୋନା କାଳ ଲୋକଙ୍କ ମାନସିକତାକୁ ବି ରୁଗ୍‌ଣ କରିଦେଇଛି । ଛୋଟଛୋଟ କଥାରେ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି । ଗାଜିଆବାଦର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବୁଧବାର ଜଣେ…