‘ବାହାରେ ଭିଡ଼ ଡ଼ାକୁଛି ମାତ୍ର ଯାଅ ନାହିଁ’; ଚିତ୍ରରେ ଭାଇ-ଭଉଣୀଙ୍କ କରୋନା ବାର୍ତ୍ତା
ଝାରସୁଗୁଡ଼ା: ଚିତ୍ରରେ କରୋନା ସଚେତନତାର ବାର୍ତ୍ତା ଦେଇଛନ୍ତି ଝାରସୁଗୁଡ଼ା ସହରର ଦୁଇଜଣ ଭାଇ-ଭଉଣୀ । କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ସାମାଜିକ ଦୂରତ୍ୱ ରକ୍ଷା କରିବା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଚିତ୍ର ମାଧ୍ୟମରେ କହିଛନ୍ତି ପ୍ରାାଥମିକ ସ୍କୁଲରେ ପଢୁଥିବା ଋଷି ଓ ବୈଷ୍ଣବୀ ଦାସ ।…