Latest Odisha News
Browsing Tag

corona india

ଦେଶରେ କରୋନା ମୃତ୍ୟୁରେ ସର୍ବକାଳୀନ ରେକର୍ଡ, ୨୪ ଘଣ୍ଟାରେ ୪ ହଜାର ୫୨୯ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ମାମଲା ୪ ଲକ୍ଷରୁ ଖସି ଏବେ ୩ ଲକ୍ଷ ତଳେ ରହିଛି । ସଂକ୍ରମଣ ଯେଉଁ ହାରରେ ହ୍ରାସ୍ ପାଇଛି ସେହି ହାରରେ ମୃତ୍ୟୁଦର ଖସୁନି । ଗତ ୨୪ ଘଣ୍ଟାରେ ଦେଶରେ ୪ ହଜାର ୫୨୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦୈନିକ ମୃତ୍ୟୁରେ ଏହା ପୂର୍ବର ସମସ୍ତ ରେକର୍ଡକୁ…

ଲକଡାଉନ୍ କରୋନା ଭାଇରସ୍ ନୁହେଁ, ବରଂ ଗରିବଙ୍କ ଉପରେ ଆକ୍ରମଣ ଥିଲା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି ଯେ ଏହି ଲକଡାଉନ୍ କରୋନାଭାଇରସ୍ ଉପରେ ନୁହେଁ ବରଂ ଗରିବ ଲୋକଙ୍କ ଉପରେ ଆକ୍ରମଣ ଥିଲା । ଏହା ଚାକିରୀ ତଥା କ୍ଷୁଦ୍ର ବ୍ୟବସାୟକୁ ସମାପ୍ତ କରିଥିବାରୁ ଅସଂଗଠିତ କ୍ଷେତ୍ର ପାଇଁ ଏହା ଏକ ମୃତ୍ୟୁଦଣ୍ଡ ବୋଲି ପ୍ରମାଣିତ ହୋଇଛି।…

କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୫୪୩ ମୃତ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୩୮୯୦୨ ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୩ ଜଣ ପ୍ରାଣ ହରାଇଛନ୍ତି । ଦେଖୁ ଦେଖୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା…