ଦେଶରେ ହେଲାଣି ୧୫ କୋଟି କରୋନା ଟେଷ୍ଟ, ମାତ୍ର ୧୦ ଦିନରେ ଏକ କୋଟି ନମୁନା ପରୀକ୍ଷା
ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୫କୋଟି ନମୁନା ପରୀକ୍ଷା ହୋଇସାରିଲାଣି । ଗତ ୧୦ ଦିନରେ ଏକ କୋଟିରୁ ଅଧିକ ଟେଷ୍ଟ କରାଯାଇଛି । ମୋଟ୍ ୧୫ କୋଟି ୭ ଲକ୍ଷ ୫୯ ହଜାର ୭୨୬ ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ…