କୋଭିଡ୍ ଟିକା ନେଇ ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ; ଗୁଜୁରାଟ
ନୂଆଦିଲ୍ଲୀ: କରୋନା ଟିକା ଦିଆଯିବାର ଦୁଇ ଘଣ୍ଟା ପରେ ଗୁଜୁରାଟର ଭଦୋଦରା ଜିଲ୍ଲାରେ ଜଣେ ୩୦ ବର୍ଷ ବୟସ୍କା ପରିମଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି।
ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କର ହଠାତ୍ ମୃତ୍ୟୁ ହେବାର କାରଣ କରୋନା ଟିକା ଯୋଗୁ ହୋଇପାରେ…