Latest Odisha News

BREAKING NEWS

Browsing Tag

corona virus increase case

କରୋନା ପାଇଁ ସ୍ଥଗିତ ହେଲା ସଫୋକ୍ଲିସଙ୍କ ‘ରାଜା ଇଡିପସ’

ଭୁବନେଶ୍ୱର :ଏସ.ଏଚ ଫାଉଣ୍ଡେସନ ପକ୍ଷରୁ ଏପ୍ରିଲ ୫ ତାରିଖରେ ମଞ୍ଚସ୍ଥ ହେବାକୁ ଥିବା ଗ୍ରୀକ ନାଟକ 'ସଫେକ୍ଲିସଙ୍କ ରାଜା ଇଡିପସ' କୁ ସ୍ଥଗିତ ରଖାଯାଇଛି।  ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଖୁବ୍ ଶୀଘ୍ର ଏହାର ପରବର୍ତ୍ତୀ ମଞ୍ଚନ…

ମହାରାଷ୍ଟ୍ର ଜଲନା ଜିଲ୍ଲାରେ ମାର୍ଚ୍ଚ ୩୧ ଯାଏ ସଟ୍‌ଡାଉନ୍‌

ନୂଆଦିଲ୍ଲୀ: ବୁଧବାର ଦିନ ରାଜ୍ୟରେ କରୋନାଭାଇରସ୍ ମାମଲା ବୃଦ୍ଧି ପାଉଥିବାରୁ ମହାରାଷ୍ଟ୍ରର ଜଲନା ଜିଲ୍ଲାର ଶିକ୍ଷାନୁଷ୍ଠାନ ଏବଂ ସାପ୍ତାହିକ ବଜାରକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ ଜଲନାରେ ଥିବା ସମସ୍ତ ଫଳ,…