Latest Odisha News

BREAKING NEWS

Browsing Tag

Corona Virus

ଚାଇନାର ବୈଜ୍ଞାନିକମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି ମାରାତ୍ମକ କରୋନା ଭୂତାଣୁ; ରିପୋର୍ଟ

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଦାବି କରିଛି ଯେ ଚାଇନାର ବୈଜ୍ଞାନିକମାନେ ଉହାନ ଲ୍ୟାବରେ ଏହି ମାରାତ୍ମକ କରୋନା ଭୂତାଣୁ ସୃଷ୍ଟି କରିଛନ୍ତି। ଚାଇନାର ଉହାନ ସହରରେ କୋଭିଡ-୧୯ ଚିହ୍ନଟ ହେବାର ପ୍ରାୟ ଦେଢ ବର୍ଷ ପରେ ଏହି ଭୂତାଣୁ କିପରି ପ୍ରଥମେ ଦେଖାଗଲା ତାହା ରହସ୍ୟ ହୋଇ ରହିଛି। ରିପୋର୍ଟ…

ଏବି ଏବଂ ବି ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିଙ୍କ ପାଇଁ କରୋନା ଭୂତାଣୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଅନ୍ୟ ବ୍ଲଡ୍‌ ଗ୍ରୁପ୍‌ ତୁଳନାରେ ଏବି ଏବଂ ବି ବ୍ଲଡ୍‌ ଗ୍ରୁପ୍‌ ଥିବା ଲୋକମାନେ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି। ଗବେଷଣାରୁ ଜଣାଯାଇଛି ଯେ, O ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନେ ଭୂତାଣୁ ଦ୍ୱାରା କମ୍ ପ୍ରଭାବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ…

ମେ’ ପ୍ରଥମ ସପ୍ତାହ ସୁଦ୍ଧା ପିକରେ ରହିପାରେ କରୋନା ସଂକ୍ରମଣ, ଚେତେଇଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ପାଞ୍ଚ ହଜାର ମୁହାଁ ହୋଇଛି । ଚଳିତ ମାସ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ପିକ୍ ଛୁଇଁପାରେ । ଆଜି ଏଭଳି ଚେତେଇ ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସଂସ୍ଥାର…

ବାୟୁରେ ବ୍ୟାପୁଛି କରୋନା, ଲାନସେଟ୍ ରିପୋର୍ଟର ବଡ଼ ଦାବି

ନୂଆଦିଲ୍ଲୀ: ଭାରତ ସମେତ ଅଧିକାଂଶ ଦେଶରେ କରୋନାର ପ୍ରକୋପ ପୁଣି ଥରେ ଦେଖିବାକୁ ମିଳିଛି । ସଂକ୍ରମଣ ବ୍ୟାପିବା ସହ ଦ୍ରୁତଗତିରେ ରୂପ ବଦଳାଉଛି କରୋନା ଭୂତାଣୁ । ଭାରତରେ ସ୍ଥିତି ବେଶ୍ ଚିନ୍ତାଜନକ ହୋଇପଡ଼ିଛି । ଏହାରି ଭିତରେ ପ୍ରତିଷ୍ଠିତ ଜର୍ଣ୍ଣାଲ ଦ ଲାନସେଟ୍ ଏକ ରିପୋର୍ଟରେ ଦାବି କରିଛି…

ଦେଶରେ ସବୁଠୁ ବୟସ୍କ ମହିଳା ଭାବରେ ଟିକା ନେଲେ ୧୦୩ ବର୍ଷୀୟ ବୃଦ୍ଧା

ବେଙ୍ଗାଳୁରୁ: ଟିକା ନେଲେ ବେଙ୍ଗାଳୁରୁର ୧୦୩ ବର୍ଷୀୟ ବୃଦ୍ଧା । ଦେଶରେ ସବୁଠୁ ବୟସ୍କ ମହିଳା ଭାବରେ କୋଭିଡ୍ ଟିକା ନେଇଛନ୍ତି । ତାଙ୍କ ନାଁ ଜେ. କାମେଶ୍ୱରୀ । ବେଙ୍ଗାଳୁରୁ ବ୍ୟାନରଘଟ୍ଟା ସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଦିଆଯାଇଛି ପ୍ରଥମ ଡୋଜ୍ । ବର୍ତ୍ତମାନ ସୁଦ୍ଧା ଦେଶରେ ସବୁଠୁ…

ଚୀନ୍‌ରେ ଆତଙ୍କ; ଚାଇନା ଚିକେନ୍‌ ପ୍ଲାଣ୍ଟରେ ମିଳିଲା କରୋନା ଭୂତାଣୁ ମାମଲା

ବେଜିଂ: ଚାଇନାର ଏକ ଚିକେନ୍ ପ୍ଲାଣ୍ଟ ଭିତରେ କରୋନା ଭାଇରସର ମାମଲା ସାମ୍‌ନାକୁ ଆସିଛି। ଚିକେନ୍ ଉତ୍ପାଦନ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମଧ୍ୟରେ ଚୀନ୍ କରୋନା ଭୂତାଣୁର ପ୍ରଥମ ମାମଲା ରିପୋର୍ଟ କରିଛି। ଏହି ଖବର ବାହାରିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।…

ଶେଷରେ ଆଣ୍ଟାର୍କଟିକାର ଠିକଣା ପାଇଗଲା ମହାମାରୀ କରୋନା

ନୂଆଦିଲ୍ଲୀ: ଗୋଟିଏପଟେ କରୋନାର ନୂଆ ଷ୍ଟ୍ରେନ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ଏହାର ବିସ୍ତାର ଆଣ୍ଟାର୍କଟିକା ପର୍ଯ୍ୟନ୍ତ ପହଞ୍ଚିସାରିଲାଣି। ଏପର୍ଯ୍ୟନ୍ତ ପୃଥିବୀର ଦକ୍ଷିଣ ଭାଗରେ ଥିବା ଏହି ମହାଦେଶ ମହାମାରୀରୁ ବଞ୍ଚିତ ରହିଥିଲା। ଚିଲିନ୍‌ ସେନା ପକ୍ଷରୁ ଏହି ସୂଚନା…

ହ୍ୱାଇଟ୍ ହାଉସ ଷ୍ଟାଫଙ୍କୁ ପ୍ରଥମେ ମିଳିବନି କରୋନା ଟିକା: ଟ୍ରମ୍ପ

ଓ୍ୱାଶିଂଟନ୍: ଆମେରିକାରେ ଆରମ୍ଭ ହୋଇଛି କରୋନା ଟିକାକରଣ ପ୍ରକ୍ରିୟା । ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି । ତେବେ ହ୍ୱାଇଟ୍ ହାଉସ୍ ଷ୍ଟାଫଙ୍କୁ ପ୍ରଥମେ ଟିକା ମିଳିବ ନାହିଁ । ଏକଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ୍ ହାଉସ୍ ପକ୍ଷରୁ ମିଳିଥିବା…

ପୁଣି ଉପରମୁଁହା କରୋନା ଗ୍ରାଫ; ୨୪ ଘଣ୍ଟାରେ ୪୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଗତ କିଛିଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ଅବଗତି ନଜର ଆସିଥିବା ବେଳେ ପୁଣି ଥରେ ଏହି ଗ୍ରାଫ ଉପରମୁଁହା ହୋଇଥିବା ଦେଖୁବାକୁ ମିଳିଛି। ଗତକଲି ୫୦ ହଜାରର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ହ୍ରାସ ପାଇଛି ।…

କୋଭିଡ୍‌ ନିୟମ ଉଲ୍ଲଘଂନ ନେଇ ଅମୀର୍‌ଙ୍କ ନାଁ ଅଭିଯୋଗ ଆଣିଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅମୀର ଖାନ୍‌ ତାଙ୍କ ଆଗାମୀ ଫିଲ୍ମ 'ଲାଲ୍‌‌ ସିଂ ଚଢା'ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବେ ଆମୀର ଉତ୍ତରପ୍ରଦେଶର ଗାଜିଆବାଦରେ ଫିଲ୍ମର କିଛି ଦୃଶ୍ୟର ସୁଟିଂ କରୁଥିଲେ। କିନ୍ତୁ ଗାଜିଆବାଦରେ ତାଙ୍କ ସୁଟିଂକୁ ନେଇ ଏକ ହଙ୍ଗମା ସୃଷ୍ଟି ହୋଇଛି।…