ଚୀନ୍ରେ କରୋନା ପ୍ରକୋପ; ପୁଣି ବଢିଲା ଲକ୍ଡାଉନ୍
ବେଜିଂ: ଚାଇନାରେ ପୁନର୍ବାର କରୋନା ଆତଙ୍କ ବ୍ୟାପିବାରେ ଲାଗିଛି। ଏଭଳି ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି। ବେଜିଂ ନିକଟ ପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ବୃହତ ରାଜନୈତିକ ସମ୍ମିଳନୀ ମଧ୍ୟ ସ୍ଥଗିତ ରଖାଯାଇଛି। ପ୍ରକୃତରେ, ବେଜିଂର ଦକ୍ଷିଣରେ ଥିବା…