ପ୍ରେମିକଙ୍କ ଆତ୍ମହତ୍ୟାର କିଛି ସମୟ ପରେ ପ୍ରେମିକାଙ୍କ ଆତ୍ମହତ୍ୟା
ବ୍ରହ୍ମପୁର: ଗଂଜାମ ଜିଲା ଜରଡା ଥାନା ଇଲାକାରେ ମଙ୍ଗଳବାର ସକାଳୁ ଏକ ପ୍ରେମୀ ଯୁଗଳ ଭିନ୍ନଭିନ୍ନ ସ୍ଥାନରେ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ ପ୍ରେମିକ ଆତ୍ମହତ୍ୟା କରିଥିଲେ।
ଏହାର କିଛି ସମୟ ପରେ ପ୍ରେମିକା ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଜରଡା ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂର…