Latest Odisha News

BREAKING NEWS

Browsing Tag

Court

କୋର୍ଟରୁ ଫେରାର ଦୋଷୀ; ପୋଲିସ ଆଗରେ ମାରିଲା ଚମ୍ପଟ

ଭୁବନେଶ୍ୱର: ଜଣେ ନିଶା ବେପାରୀ ଏନଡିପିଏସ ଆକ୍ଟରେ ତାକୁ ୧୦ ବର୍ଷ ଦଣ୍ଡାଦେଶ ଶୁଣି ପୋଲିସ କବଳରୁ ଖସିଯାଇଛି । ଶନିବାର ଭୁବନେଶ୍ୱର ଏଡିଜେ କୋର୍ଟରେ ଶୁଣାଣି ବେଳେ ସୁରକ୍ଷା ବଳୟ ଭିତରୁ ଚମ୍ପଟ ମାରିଛି ଦୋଷୀ ପ୍ରମାଣିତ ବିଜୟ କୁମାର ମାଣିଆ । ଏବେ ପୋଲିସର ଚିନ୍ତା ବଢ଼ିଯାଇଛି । କୋର୍ଟ…

ଲିଭ୍‌ଇନ୍‌ ରିଲେସନସିପର ବୈଧତା ? କୋର୍ଟ କହିଲେ ଏମିତି…

ପ୍ରୟାଗରାଜ : ଲିଭ୍ଇନ୍ ରିଲେସନସିପରେ ଏବେ ଦେଶର ଅଧିକାଂଶ ଯୁବପିଢି ରହୁଛନ୍ତି । ହେଲେ ଲିଭଇନ ରିଲେସନସିପକୁ ନେଇ ଆହ୍ଲାବାଦ କୋର୍ଟ ଏକ ରାୟର ଶୁଣାଣି କରିଛନ୍ତି । କୋର୍ଟ ଏହି ରିଲେସନସପ୍ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏକ ପେମୀଯୁଗଳଙ୍କ ଦ୍ୱାରା ଦାୟର କରାଯାଇଥିବା…

ଅପରାଧର ଅଦ୍ଭୁତ ତର୍ଜମା

ନିକଟରେ ଏକ ରାୟ ସାରା ଦେଶ ରେ ହଇଚଇ ସୃଷ୍ଟି କରିଛି । ସେ ରାୟକୁ ନେଇ ଦେଶର ଶିଶୁ ସଂଗଠନମାନେ ରାଜରାସ୍ତାକୁ ଆସିଛନ୍ତି ଏବଂ ମହିଳା ସଂଗଠନମାନେ ମଧ୍ୟ ଏହାର ଘୋର ବିରୋଧ କରିଛନ୍ତି । ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଦିୱାଲା ଏକ ନାବାଳିକା ଯୌନ ନିର୍ଯାତନା ଶୁଣାଣି କରି…