Latest Odisha News

BREAKING NEWS

Browsing Tag

covid care center

ଖାଲି ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି କରି ରଖିବାକୁ ସବୁ ଜିଲ୍ଲାପାଳ, ମହାନଗର ନିଗମକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଂକଟ ନିଦ ହଜାଇ ଦେଲାଣି । ଅକ୍ସିଜେନ୍ ଅଭାବରୁ ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ଖବର ମଧ୍ୟ ଆସୁଛି । ସଂକଟ ସମୟରେ ଓଡ଼ିଶା ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ପଠାଉଥିବା ବେଳେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ସରକାର ଆଗୁଆ…

ବାରବାଟୀ ଓ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ କୋଭିଡ କେୟାର ସେଣ୍ଟର

କଟକ: ସିଲଭର ସିଟି କଟକରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି କଟକରେ ୨ଟି ନୂଆ କୋଭିଡ କେୟାର ସେଂଟର ପ୍ରସ୍ତୁତ କରାଯାଇଛି । ବାରବାଟୀ ଅଲିମ୍ପିକ ଆସୋସିଏସନ୍ ପରିସର ଓ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ କୋଭିଡ କେୟାର ସେଂଟାର ତିଆରି…

ଦିଲ୍ଲୀରେ ତିଆରି ହେଲା ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟର

ନୂଆଦିଲ୍ଲୀ: ଦିଲ୍ଲୀରେ ତିଆରି ହୋଇଛି ବିଶ୍ୱର ସବୁଠାରୁ ବଡ କୋଭିଡ ସେଣ୍ଟର । ଦିଲ୍ଲୀର ଛତରପୁର ଅଞ୍ଚଳରେ ରାଧା ସ୍ୱାମୀ ସତସଙ୍ଗ ବେସ୍ କ୍ୟାମ୍ପରେ ୧୦ ହଜାର ଶଯ୍ୟା ବିଶିଷ୍ଟ କରୋନା ସେଂଟର ତିଆରି କରାଯାଇଛି । ଏହାକୁ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।…