Latest Odisha News

BREAKING NEWS

Browsing Tag

Covid Guideline

ରାଉରକେଲା ଷ୍ଟେସନରେ କୋଭିଡ୍‌ ସତର୍କତା, ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା

ରାଉରକେଲା : ରାଜ୍ୟରେ କମିବାର ନାଁ ନେଉନି ମହାମାରୀ କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଲାଣି । କିପରି ଏହାର ମୁକାବିଲା କରାଯିବ ସେଥିପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ଏହି କ୍ରମରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ…

କରୋନାରେ ସିଂହର ମୃତ୍ୟୁ ପରେ ସବୁ ଚିଡିଆଖାନାରେ ନିଆଗଲା ସତର୍କତାମୂଳକ ପଦକ୍ଷେପ

ଭୁବନେଶ୍ୱର: କରୋନା କେବଳ ମାନବ ସମାଜର କ୍ଷତି କରୁଛି ତା ନୁହେଁ । ଏହା କବଳରେ ପଶୁ ମାନେ ବି ପଡିଲେଣି । ହାଇଦ୍ରାବାଦରେ ଗୋଟିଏ ସିଂହର କରୋନାରେ ମୃତ୍ୟୁ ହେବା ପରେ ଦେଶର ସବୁ ଚିଡ଼ିଆଖାନାରେ ସତର୍କ ଓ ସୁରକ୍ଷା ପଦକ୍ଷେପ ବଢାଇବାକୁ ନିର୍ଦ୍ଦେଶ ଆସିଛି। ଜଙ୍ଗଲ ପରିବେଶ ମନ୍ତ୍ରାଳୟ ସବୁ…