Latest Odisha News

BREAKING NEWS

Browsing Tag

Covid New Positive Cases

ରାଜ୍ୟରେ କରୋନା କାୟା କେବେ କମୁଛି, କେବେ ବଢୁଛି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଉପର ତଳ ହେଉଛି । କେବେ ସାମାନ୍ୟ ବଢୁଛି ତ କେବେ ଖସୁଛି । ଗତକାଲି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ଶହ ତଳେ ଥିଲା । ଆଜି ପୁଣି ଥରେ ପାଖାପାଖି ୫ଶହ ନୂଆ ସଂକ୍ରମିତ ହୋଇଛନ୍ତି । ଗତକାଲି ୩୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଆଜି ଏହି…

ଆଜି ରାଜ୍ୟରୁ ୧୧୦୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ସ୍ଥିର ରହିଛି । ହଜାରେରୁ ୧୫ ଶହ ଭିତରେ ରହୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୧୧ଶହ ୭ ପଜିଟିଭ୍ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୪୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୧ । ଖୋର୍ଦ୍ଧା ଜିଲ୍ଲାରୁ…