Latest Odisha News

BREAKING NEWS

Browsing Tag

Crime Branch STF

ଖୋର୍ଦ୍ଧା ବାଇପାସରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୧କିଲୋ ୩୧୦ ଗ୍ରାମ ଧଳଜହର ଜବତ ହୋଇଛି । ଯାହାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଖୋର୍ଦ୍ଧା ବାଇପାସ ଜାତୀୟ ରାଜପଥରୁ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଜଣେ ବେପାରୀଙ୍କୁ…

ଟ୍ରକରୁ ୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ମୂଲ୍ୟ ୧କୋଟି ୪୦ଲକ୍ଷ ଟଙ୍କା

ରାୟଗଡ଼ା: ଚୋରା ଚାଲାଣ ବେଳେ ଗଞ୍ଜେଇ ବୋଧେଇ ଟ୍ରକକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ଥିତ ଟିକରପଡ଼ା ହରିଜନ ସାହିର ପାଞ୍ଚ ନମ୍ବର ରାଜ୍ୟ ରାଜପଥ ନିକଟରୁ ଟ୍ରକକୁ ଜବତ କରାଯାଇଥିଲା । ଯାଞ୍ଚ ବେଳେ ୨୦ କ୍ୱିଣ୍ଟାଲ (୨୦୦୦ କିଲୋ) ଗଞ୍ଜେଇ ଜବତ ହୋଇଛି । ଯାହାର…

ଖୋର୍ଦ୍ଧା ଜଙ୍କିଆରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ବେପାରୀ ଗିରଫ

ଖୋର୍ଦ୍ଧା: କ୍ରାଇମବ୍ରାଞ୍ଚ ଏସଟିଏଫକୁ ସଫଳତା । ପୁଣି ବ୍ରାଉସୁଗର ଜବତ । ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଓରବର ସିଂ ଗାଁରେ ଚଢ଼ାଉ କରି ୩୩୦ଗ୍ରାମ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗରର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହାସହ ୮୦ଗ୍ରାମ୍ ସୁନା ବି ଜବତ ହୋଇଛି ।…

ବରଗଡରୁ ବାଘ ଛାଲ ଜବତ କଲା କ୍ରାଇମବ୍ରାଞ୍ଚ STF, ୩ ଗିରଫ

ଭୁବନେଶ୍ୱର: ପୁଣି ରାଜ୍ୟରୁ ବାଘ ଛାଲ ଜବତ । ବରଗଡ଼ ଜିଲ୍ଲାରୁ ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହାସହ ଦାନ୍ତ ଓ ନଖ ମଧ୍ୟ ଜବତ କରାଯାଇଛି । ଘଟଣାରେ ଭଟଲି ଛକରୁ ୩ ଜଣଙ୍କୁ ଧରିଥିଲା କ୍ରାଇମ୍‌ବ୍ରାଞ୍ଚ । ଅଟକ ତିନି ଜଣଙ୍କୁ ପଚରାଉଚରା ଜାରି ରହିଛି । କେବେ ବାଘ ଶିକାର…