Latest Odisha News

BREAKING NEWS

Browsing Tag

crime

୬୭ ବର୍ଷ ପରେ ମହିଳାଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ; ଆମେରିକା

ନୂଆଦିଲ୍ଲୀ: ଆମେରିକାରେ ୬୭ ବର୍ଷ ପରେ ଜଣେ ମହିଳାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ସୂଚନା ମୁତାବକ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ମହିଳା ଜଣେ ଗର୍ଭବତୀଙ୍କୁ ହତ୍ୟା କରିବା ଏବଂ ପେଟକୁ କାଟି ଶିଶୁକୁ ଅପହରଣ କରିବା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆସନ୍ତା ଡିସେମ୍ବର ୮ରେ, ଆମେରିକା…

ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଚାଂଚଲ୍ୟ । ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ ।  ଆନନ୍ଦପୁର ଉପଖଣ୍ଡ ମଦନପୁର ଗାଁରେ ଜଣେ ଆଇଟିବିପି ଯବାନ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଯବାନ ହେଉଛନ୍ତି ଆଇଟିବିପିରେ ଚାକିରି କରିଥିବା ରଞ୍ଜନ ଓଝା। ସେ ଅରୁଣାଚଳ…

କାହିଁକି ସୋନୁ ପଂଜାବନକୁ ନେଇ ଥରହର ଦିଲ୍ଲୀ ?

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ପୋଲିସ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସୁଯୋଗ ପାଇଛି । ଗୀତା ଅରୋରା ଓରଫ ସୋନୁ ପଂଜାବନକୁ ମିଳିଲା ୨୪ ବର୍ଷର ଜେଲ ଦଣ୍ଡାଦେଶ । ତେବେ କିଏ ଏହି ସୋନୁ ପଂଜାବନ ଓ ତାକୁ ନେଇ କାହିଁକି ଥରହର ଦିଲ୍ଲୀ ? ଦିଲ୍ଲୀର ସବୁଠୁ ବଡ ସେକ୍ସ ରାକେଟ୍ ଅପରେଟର୍ ସାଜିଥିଲା…

ଦୁଇ ପୁଅଙ୍କ ମାଡରେ ବାପା ମୃତ, ମାଆ ଗୁରୁତର

ପୋଲସରା : ସାହାରା ହେବା ସମୟରେ ଦୁଇ ପୁଅ ପାଲଟିଲେ ବାପା ହତ୍ୟାକାରୀ । ଗଂଜାମ ପୋଲସରା କଳମ୍ବ ବଡସାହିରେ ଘଟିଛି ଏହି ଘଟଣା । ଦୁଇ ପୁଅ ସୁଶାନ୍ତ ଓ ମଙ୍ଗୁଳୁ ମିଶି ବାପା ଅଭିମନ୍ୟୁ ପ୍ରଧାନଙ୍କୁ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଥି ସହ ମାଆ ଅପସରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି…