Latest Odisha News
Browsing Tag

Cuttack City

ଭୁବନେଶ୍ୱର ଓ କଟକରେ ନିର୍ଧୁମ ବର୍ଷିଲା, ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା

ଭୁବନେଶ୍ୱର: ଟୁଇନ୍ ସିଟିରେ ୨-୩ ଘଣ୍ଟା ଅବିଶ୍ରାନ୍ତ ବର୍ଷା । ଭୁବନେଶ୍ୱର ଓ କଟକରେ ଭୋରରୁ ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷାରେ ଭୁବନେଶ୍ୱର ହାଲ୍ ବେହାଲ୍ ହୋଇଛି । ଏମିତି ବର୍ଷା ହେଉଥିବା ଯେ ରାସ୍ତାଘାଟ ଦେଖା ଯାଉ ନଥିଲା । ବିଭିନ୍ନ ସ୍ଥାନରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି…

କଟକରେ ଜଘନ୍ୟ ହତ୍ୟାକାଣ୍ଡ: ଯୁବକଙ୍କୁ ଗଳା କାଟି ହତ୍ୟା, ମହିଳା ଗୁରୁତର

କଟକ:  ଜଘନ୍ୟ ହତ୍ୟାକାଣ୍ଡ । ଫୁଟପାଥରେ ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା । ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛି । କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ ସିଡିଏ ମାର୍କେଟରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ କଟକ ବଡ଼…

କଟକରେ ଆଜିଠୁ ସେରୋ ସର୍ଭେ, ୨୫ ଓ୍ୱାର୍ଡରୁ ନମୁନା ସଂଗ୍ରହ

କଟକ: ଆଜିଠୁ କଟକ ସହରରେ ଆରମ୍ଭ ହେଉଛି ସେରୋ ସର୍ଭେ । କଟକ ମହାନଗର ନିଗମର ୨୫ଟି ୱାର୍ଡରେ ଏହି ସର୍ଭେ ଆସନ୍ତା ୫ ତାରିଖ ଯାଏ ଚାଲିବ । ଲୋକଙ୍କଠାରୁ ସଂଗ୍ରହ କରାଯିବ ରକ୍ତ ନମୁନା । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ କରାଯିବ । ନାବାଳକ ଓ ଗର୍ଭବତୀଙ୍କୁ ଏଥିରେ ସାମିଲ…

ଐତିହାସିକ ସହର କଟକରେ ଶେଷ ହେଲା ମାଆଙ୍କ ଭସାଣ ଉତ୍ସବ

କଟକ: ଶେଷ ହେଲା ଚଳିତ ବର୍ଷର ଦୁର୍ଗାପୂଜା। ଆଜି ଧରାପୃଷ୍ଠରୁ ବିଦାୟ ନେଲେ ଜଗତଜନାନୀ ମାଆ ଦୁର୍ଗା। ଐତିହାସିକ ସହର କଟକରେ ଶେଷ ହୋଇଛି ମାଆଙ୍କ ଭସାଣ ଉତ୍ସବ। କୋଭିଡ୧୯ ଗାଇଡ଼ଲାଇନ ସହ ରୌପ୍ୟ ନଗରୀରେ ଶେଷ ହୋଇଛି ମାଆଙ୍କ ମୂର୍ତ୍ତି ବିସର୍ଜନ। ୧୬୦ ରୁ ଅଧିକ ପୂଜା ମଣ୍ଡପ ଗୁଡିକର…

କୋଭିଡ୍‌-୧୯ ସଟ୍‌ଡାଉନ୍‌: କଟକରେ ପୋଲିସ ଉପରକୁ ଟେକାମାଡ଼

କଟକ: କଟକରେ ଏବେ ସଟ୍‌ଡାଉନ୍ ସଫଳ ହେବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯାଇଛି । କେଶରପୁର ଅଞ୍ଚଳରେ କିଛି ଯୁବକ ସଂଘବଦ୍ଧ ଭାବେ ପୋଲିସ ଉପରକୁ ଟେକାମାଡ଼ କରିବା ଫଳରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଛି । ମିଳିଥିବା ଖବର ଅନୁଯାୟୀ, ମଙ୍ଗଳାବାଗ ଥାନା…

ଷଷ୍ଠ କରୋନା ରୋଗୀ ଚିହ୍ନଟ ପରେ କଟକ ସହରରେ ମଧ୍ୟ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା

ଭୁବନେଶ୍ୱର: କଟକରୁ ଷଷ୍ଠ କରୋନା ରୋଗୀ ପଜିଟିଭ ଚିହ୍ନଟ ପରେ ସହରକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଏହା ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । କରୋନା ପଜିଟିଭ ରୋଗୀଙ୍କ…