ପୋଲିସ ପଞ୍ଝାରେ ବନ୍ଧୁକ ବ୍ୟବସାୟୀ ,୫ଟି ବନ୍ଧୁକ ସହ ୪ ଜଣ ଅଭିଯୁକ୍ତ ଗିରଫ
କଟକ : କଟକ ପୋଲିସକୁ ପୁଣି ସଫଳତା । କଟକରୁ ଆଜି ପୁଣି ବେଆଇନ ଅସ୍ତ୍ରଶସ୍ତ୍ର ସହ ୪ ଜଣ ବନ୍ଧୁକ ବେପାରୀଙ୍କୁ ପୋଲିସ ଗିରଫ କରିଛି।ଅଭିଯୁକ୍ତମାନଙ୍କ ଠାରୁ ୫ଟି ବନ୍ଧୁକ,୧୨ଟି ଅଫୁଟା ଗୁଳି ,ଦୁଇଟି ବାଇକ ସହ ୫ ଟି ମୋବାଇଲ ଫୋନକୁ ଜବତ କରିଛି କଟକ ସହରାଞ୍ଚଳ ପୋଲିସ।ଏକ ସାମ୍ବାଦିକ…