Latest Odisha News

BREAKING NEWS

Browsing Tag

Cyclone Fani

ବାତ୍ୟା ‘ଫନି’ ପ୍ରଭାବରେ ୪ଟି ଜିଲ୍ଲାର ତଳିଆ ଅଞ୍ଚଳକୁ ମାଡି ଆସିବ ସମୁଦ୍ର ପାଣି: ପାଣିପାଗ ବିଭାଗ

ଭୁବନେଶ୍ୱର : ସାମୁଦ୍ରିକ ଝଡ ଫନି ସିଭିୟର୍ ସାଇକ୍ଲୋନିକ୍ ରୂପ ନେଇ ଓଡିଶା ଆଡକୁ ମାଡି ଆସୁଥିବାବେଳେ ଭାରତୀୟ ପାଣିପାଗ ବିଭାଗର ରାଡର୍ ସହାୟତାରେ ଟ୍ରାକ୍ କରାଯାଉଅଛି । ପାଣିପାଗ ବିଭାଗରୁ ଜାରି ସୂଚନାନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୫କିମି ବେଗରେ ପୁନଶ୍ଚ…

ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠସ୍ଥ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ମେ’ ୨ ତାରିଖରୁ ୪ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ମିଳିଥିବା ସୂଚନାନୁଯାୟୀ ଚିଡିଆଖାନାର ପଶୁପକ୍ଷୀ, ଜୀବଜନ୍ତୁ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ନନ୍ଦନକାନନ…

ସାମୁଦ୍ରିକ ଝଡ ‘ଫନି’ ଲାଗି ଘୁଞ୍ଚିଲା ବିପିୟୁଟି ପରୀକ୍ଷା

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଓଡିଶାର ନିକଟତର ହେଉଥିବାବେଳେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବିପିୟୁଟି ଶିକ୍ଷାନୁଷ୍ଠାନ ଅଧିନରେ ଥିବା ୧୬୪ଟି କଲେଜର ପରୀକ୍ଷା ଘୁଞ୍ଚାଇ…

ସାମୁଦ୍ରିକ ଝଡ ‘ଫନି’: ଓଡିଶାର ୧୧ଟି ଜିଲ୍ଲାରୁ ହଟିଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ବେଳକୁ ବେଳ ଅତି ଉଗ୍ର ରୂପ ଧାରଣ କରୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହଳଦିଆ ୱାର୍ଣ୍ଣିଂ ପରେ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ବୁଧବାର ଦିନ ଓଡିଶାର ୧୧ଟି ଜିଲ୍ଲାରେ ଆଦର୍ଶ ଆଚରଣ ବିଧିକୁ ହଟାଇ ଦେଇଛନ୍ତି । ‘ଫନି’…

ଜାଣନ୍ତୁ, ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ଓଡିଶାର କେଉଁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ବେଳକୁ ବେଳ ଅତି ଉଗ୍ର ରୂପ ଧାରଣ କରୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଦକ୍ଷିଣ, ପୂର୍ବ ଏବଂ ଉତ୍ତର-ଉପକୂଳ ଓଡିଶାର କିଛି ସ୍ଥାନରେ ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଜାଣନ୍ତୁ, ଓଡିଶାର କେଉଁ କେଉଁ ଜିଲ୍ଲାକୁ…

ସାମୁଦ୍ରିକ ଝଡ ‘ଫନି’: ମେ’ ୧ରୁ ଚିଲିକାରେ ଡଙ୍ଗା ଚାଳନା ବନ୍ଦ

ବାଲୁଗାଁ : ସାମୁଦ୍ରିକ ଝଡ଼ ‘ଫନି’କୁ ଦୃଷ୍ଟିରେ ରଖି ଚିଲିକାରେ ମୋଟରବୋଟ୍ ଆସୋସିଏସନ୍ ପକ୍ଷରୁ ଆଗାମୀ ମେ’ ମାସ ୧ ରୁ ପ୍ରାୟ ୫ ଦିନ ଯାଏଁ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରିବା ଲାଗି ନିଷ୍ପତ୍ତି ନେଇଛି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କାଳିଜାଇ…

ଜାଣନ୍ତୁ ଓଡିଶାର କେଉଁ ୧୨ଟି ଜିଲ୍ଲାକୁ ପ୍ରଭାବିତ କରିବ ସାମୁଦ୍ରିକ ଝଡ ‘ଫନି’

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ଆଇଏମଡିର ରିପୋର୍ଟ ଅନୁସାରେ ମେ’ ୨ ତାରିଖରେ ଦକ୍ଷିଣ ଉପକୂଳ ଜିଲ୍ଲାର…