Latest Odisha News

BREAKING NEWS

Browsing Tag

Cyclone Fani

ବାତ୍ୟା ‘ଫନି’: ଏକାଠି ହେଲେ ୫ ଟେଲିକମ୍ କମ୍ପାନୀ, ସୁଧୁରିବ ଯୋଗାଯୋଗ ବ୍ୟବସ୍ଥା

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ଫଳରେ ଓଡିଶାର କିଛି ଜିଲ୍ଲାରେ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଥିବାବେଳେ ସହରବାସୀଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ୫ ଟେଲିକମ୍ କମ୍ପାନୀ । ଏସମ୍ପର୍କରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍…

ବାତ୍ୟା ‘ଫନି’ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବର ଓଡିଶାରେ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୩୭କୁ ବୃଦ୍ଧି ପାଇଛି । ମେ’ ୩ ତାରିଖ ସକାଳୁ ଆରମ୍ଭ ହୋଇଥିବା ସାମୁଦ୍ରିକ ଝଡ ଫନି ପ୍ରଭାବରେ ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୟୁରଭଞ୍ଜ ଓ ଯାଜପୁରରେ ୪ ଜଣଙ୍କର ମୃତ୍ୟୁ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଦାନି ଗ୍ରୁପ୍, ଆଇସିଆଇସିଆଇ ଓ ଇମ୍ଫା ପକ୍ଷରୁ ସହାୟତା ପ୍ରଦାନ

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ର ତାଣ୍ଡବରେ ଉପକୂଳ ଓଡିଶା ଏକପ୍ରକାର ଛାରଖାର କରିଦେଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ପୁଣି ଥରେ ଏହାର ପୁର୍ନଉଦ୍ଧାର ତଥା ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଜୋରଦାର ପ୍ରୟାସ କରୁଛନ୍ତି । ଏହି ପରିପ୍ରେକ୍ଷୀରେ…

ବାତ୍ୟା ‘ଫନି’ ପ୍ରଭାବରେ ଓଡିଶାରେ ବାତିଲ ହୋଇଥିବା ଟ୍ରେନର ତାଲିକା

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ଫନି ପ୍ରଭାବରେ ରାଜ୍ୟର ଅର୍ଦ୍ଧାଧିକ ଭାଗରେ ରେଳ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବନ୍ଦ ରହିଛି । ତେବେ ବାତ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଥିବା ରେଲୱେ ଷ୍ଟେସନରେ ମରାମତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉଥିବା…

ବାତ୍ୟା ‘ଫନି’ ବିଭୀଷିକା: ମେ ୧୩ ଯାଏଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠସ୍ଥ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ଏକପ୍ରକାର ଉଜୁଡି ଯିବା ପରେ ମଙ୍ଗଳବାର ଦିନଠୁ ପ୍ରାୟ ଏକ ସପ୍ତାହ ଲାଗି ଏହାକୁ ବନ୍ଦ ରଖିବା ଲାଗି ଅଧିକାରୀଙ୍କ ପକ୍ଷରୁ ନିଷ୍ପତ୍ତିି ହୋଇଛି । ଚିଡିଆଖାନାରେ ପାଖାପାଖି ୩ ହଜାର ପ୍ରଜାତିର…

ପ୍ରଳୟଙ୍କାରୀ ବାତ୍ୟା ‘ଫନି’: ନବୀନଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ମେହବୁବା ମୁଫତି ଓ କମଲ ହାସନ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳରେ ତାଣ୍ଡବ ରଚିବା ପରେ ରାଜ୍ୟରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଏହି ବ୍ୟାତା ପରେ ଅଧା ଓଡିଶାର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିବାବେଳେ ରାଜ୍ୟ ସରକାରଙ୍କ ବାତ୍ୟାକୁ ନେଇ ପୂର୍ବ ପ୍ରସ୍ତୁତି ଫଳରେ…

ବାତ୍ୟା ବିପନ୍ନଙ୍କ ଲାଗି ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ଧର୍ମଗୁରୁ ଦଲାଇଲାମା

ଭୁବନେଶ୍ୱର : ବାତ୍ୟା ‘ଫନି’ ଓଡିଶାରେ ତାଣ୍ଡବ ରଚିବା ପରେ କିଛି ସ୍ଥାନରେ ହାହାକାର ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ରାଜ୍ୟର କିଛି କିଛି ସ୍ଥାନର ଚିତ୍ର ସମ୍ପୂର୍ଣ୍ଣ ବଦଳି ବଦଳିଯାଇଛି । ବାତ୍ୟା ବିପନ୍ନ ତଥା ଓଡିଶାର ଏଭଳି ଦୁର୍ଦ୍ଦିନ ସମୟରେ ସହାୟତା ଲାଗି ହାତ ବଢାଇଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ବର୍ଷକର ଦରମା ଦାନ କଲେ ନବୀନ

ଭୁବନେଶ୍ୱର : ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ଓଡିଶାବାସୀଙ୍କ ଜନଜୀବନ ସ୍ୱାଭାବିକ ଓ ପୁର୍ନରୁଦ୍ଧାର ତଥା ବିପନ୍ନଙ୍କ ସହାୟତା ଲାଗି ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବର୍ଷକର ଦରମା ଏହି ରିଲିଫ୍ ଫଣ୍ଡକୁ ପ୍ରଦାନ ଲାଗି ଘୋଷଣା କରିଛନ୍ତି । ଏନେଇ ଏକ…

ଅତି ନିକଟତର ହେଲା ବାତ୍ୟା ଫନି, ପୁରୀ ଓ ଗଞ୍ଜାମରେ ବର୍ଷା ଜାରି

ପୁରୀ/ଭୁବନେଶ୍ୱର : ଅତି ଭୟଙ୍କର ସାମୁଦ୍ରିକ ଝଡ ଫନି ଓଡିଶା ଉପକୂଳ ନିକଟତର ହେବାରେ ଲାଗିଛି। ଏହା ପୁରୀ ଜିଲ୍ଲା ସାତପଡା ଓ ଏହାର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ସହ ପବନର ବେଗ ବଢିବାରେ ଲାଗିଛି। କିଛି ସମୟ ମଧ୍ୟରେ ବାତ୍ୟା ଫନି ପୁରୀ ଓ ଗୋପାଳ ପୁର ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଏହି…

ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ, ବାତ୍ୟା ଲାଗି ସଜାଗ ରହିବାକୁ ପ୍ରଶାସନକୁ କଡ୍ଡା ନିର୍ଦ୍ଦେଶ

ଭୁବନେଶ୍ୱର : ସାମୁଦ୍ରିକ ଝଡ ଫନିର ମୁକାବିଲା ଲାଗି ଆୟୋଜିତ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅତିରିକ୍ତ ପ୍ରମୁଖ ସଚିବ, ଗୃହ ସଚିବ ଏବଂ…