Latest Odisha News

BREAKING NEWS

Browsing Tag

D. Suvam

ଟିସୁ କଲ୍‌‌ଚର କଦଳୀ ଚାଷ-୨

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ସାଧାରଣତଃ ଗ୍ରାମାଂଚଳ ମାନଙ୍କରେ କଦଳୀ ଚାଷକୁ ଚାଷୀ ମାନେ ବେଶୀ ପ୍ରାଥମିକତା ଦେଇଥାନ୍ତି । କାରଣ କଦଳୀ ଚାଷ ଏକ ଲାଭଜନକ ଫସଲ । ତେଣୁ ଚାଷୀମାନେ ସେମାନଙ୍କ ପୁରୁଣା ପଦ୍ଧତିକୁ ଆପଣେଇ ଚାଷ କରନ୍ତି । କିନ୍ତୁ ଏବର ସମୟ ଆସିଛି…

ଟିସୁ କଲ୍‌ଚର କଦଳୀ ଚାଷ (୧)

( କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଖାଦ୍ୟ ଉତ୍ପାଦନର ପ୍ରଥମ ପ୍ରାଥମିକତା କୃଷି । ତେବେ କର୍ମବ୍ୟସ୍ତ ସମୟ ଭିତରେ ସଭିଏଁ ଏବେ ପାରମ୍ପରିକ କୃଷି ନିଶାରେ ବ୍ୟସ୍ତ । ଗାଁ ମାନଙ୍କରେ ସେଇ ପୁରୁଣା ପଦ୍ଧତି ଏବେ ବି ଲୋକପ୍ରିୟ ହୋଇରହିଛି । ହେଲେ ସମୟ ବଦଳିଛି ।…

ମାଟି ଲିପା ମଣିଷର କଥା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ରାତି ପାହିଲେ ଦୂର ଦିଗବଳୟରୁ ସିନ୍ଦୂରା ଫାଟି ପହିଲି କିରଣ ଗାଁ ଠୁ ସହରକୁ ପ୍ରଥମ ସ୍ପର୍ଶ ଦିଏ । ସକାଳର ପହିଲି କିରଣରେ ହସେ ଗାଁ ବିଲର ପରିପାଟୀ । ସବୁଜ ଜମିରେ ସବୁର୍ଣ୍ଣର ଛିଟା ପରିବେଶକୁ କରେ ମନଲୋଭା ।…

ଅଖିମୁଠିରୁ ଆରମ୍ଭ ସଭ୍ୟତାର ସୂଚୀପତ୍ର

କୃଷି – ସେ ମାନବ ସମାଜର ସଂଚାଳକ ଶକ୍ତି । ଜୀଇଁବାର ପ୍ରତ୍ୟେକଟି ମୁହୂର୍ତ୍ତକୁ ଅନୁଭବ କରିବାର ମାଧ୍ୟମ ଏଇ କୃଷି । ସଭ୍ୟତାର ସୂଚୀପତ୍ର ଆଉ ଚିନ୍ତା ଓ ଚେତନାର ଉନ୍ମେଷକ । ଦିନରେ ଦି ଓଳିଖାଇବାର ସ୍ୱପ୍ନକୁ ଚରିତାର୍ଥ କରେ କୃଷି । ଆଉ ଏସବୁକୁ ନିଜ ହାତରେ ବାସ୍ତବତାର ରୂପ ଦିଏ ସେ ମାଟିର…

ଜନଜାଗରଣର ବିଜୟ ଧ୍ୱଜା – ଗଣମାଧ୍ୟମ

ଆକାଶ ଅସୀମ, ସଂଗ୍ରାମ ସୀମାହୀନ, ପରିବ୍ୟାପ୍ତ ଏ ସଂଗ୍ରାମର କ୍ଷେତ୍ର । ଶେଷ ହୁଏନି ସଂଗ୍ରାମର ଯାତ୍ରା । ସେହି ସଂଗ୍ରାମର ସାଥି ହୋଇ ସିଏ ଅନୁଭବକୁ ବାସ୍ତବରେ ରୂପାନ୍ତରିତ କରେ, ସ୍ପର୍ଶର ସ୍ପର୍ଶକାର ଆଉ ଅନୁଭବର ଅନୁଭବୀଟିଏ, ଯିଏ ଅସ୍ତ୍ର ସାଜି ସମାଜକୁ ରକ୍ଷାକରେ, ପଲ୍ଲୀରୁ…

ଏକ ଦେଶ, ଏକ ବଜାର

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ସବୁ ସମୟରେ ଚାଷୀଙ୍କ ପାଇଁ ଅନେକ ବ୍ୟବସ୍ଥା । ଚାଷୀ କୁଳର ଉନ୍ନତି ପାଇଁ ସବୁବେଳେ ନୂଆ ପରିପାଟୀର ସମାହାର । ବଜେଟ ହେଉ କି ସ୍ୱତନ୍ତ୍ର ପ୍ୟାକେଜ, ଚାଷୀ ହିଁ ଫୋକସ୍‌ରେ । ବର୍ତ୍ତମାନର କରୋନା ମହାମାରୀ…