Latest Odisha News

BREAKING NEWS

Browsing Tag

Dead Body Found

ଇବ୍ ନଦୀ ନିକଟରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଝାରସୁଗୁଡ଼ା: ଇବ୍ ନଦୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ଜଣକ ହେଲେ ପଙ୍କଜ କୁମାର। ସେ ଝାଡ଼ଖଣ୍ଡ ଅଞ୍ଚଳରୁ ଆସି ବ୍ରଜରାଜନଗରରେ ରହୁଥିଲେ। ସୂଚନା ଅନୁଯାୟୀ, ସକାଳୁ ଇବ୍ ନଦୀ ନିକଟରେ ଜଣଙ୍କର ମୃତଦେହ ପଡ଼ିଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା। ଇବ୍ ନଦୀ ପୋଲର ବାମପଟେ ଜଣଙ୍କ…

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ପୁରୀ: ଶ୍ରୀକ୍ଷେତ୍ରରେ ଚାଂଚଲ୍ୟ ଖେଳାଇଛି ଜଣେ ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ମାମଲା । ମୃତ ପୋଲିସ କର୍ମଚାରୀ ଜଣକ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିଲେ । ଗତକାଲି ପୁରୀ ସଦର ହୁଲୁହୁଳିଆ ପୋଲ ନିକଟ ରେଳଧାରଣା ପାଶ୍ୱର୍ରୁ ପୋଲିସ କର୍ମୀଙ୍କ ମୃତଦେହ ଉଦ୍ଧାର…

ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ବନ୍ଧପାଲି ନିକଟ ଇବ୍ ନଦୀ ପଠାରେ ମୃତଦେହର ବିଭିନ୍ନ କଟାଅଂଶ ଏଣେତେଣେ ପଡ଼ିଥିଲା । ସୁନ୍ଦରଗଡ଼ ସଦର ପୋଲିସ୍‌ ଖଣ୍ଡବିଖଣ୍ଡିତ ଅଂଶକୁ ଉଦ୍ଧାର କରି ତଦନ୍ତ ଚଳାଇଛି । ମୃତକଙ୍କ ପରିଚୟ ମିଳି ନଥିବା ବେଳେ କେହି ହତ୍ୟା…

ରଶି ଲଗାଇ ଆତ୍ମହତ୍ୟା କଲେ ଜିଲ୍ଲା ଜଜ୍, ଝୁଲନ୍ତା ଅବସ୍ଥା ଉଦ୍ଧାର ହେଲା ମୃତଦେହ 

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଅପର ଜିଲ୍ଲା ଜଜ୍-୯ ଯୋଗେଶ କୁମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବିଚାରପତିଙ୍କ ମୃତଦେହ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ପୂର୍ବରୁ ସେ କୌଣସି…