ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ଯୋଡା: ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଯୋଡା ବାମବାରୀ କମଳପୁର ଗାଁ ନିକଟରେ ଏହି ମହିଳାଙ୍କ ମୃତ ଦେହ ପଡି ରହିଥିବା ବେଳେ ଶରୀର ଅଧାଭାଗ ନଷ୍ଟ ହୋଇଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ ।…