Latest Odisha News
Browsing Tag

Deepa sahu

ହସକୁରୀ ଆଲବମ୍ ନାୟିକା ଦୀପା ସାହୁଙ୍କ ହସ ଲିଭିଗଲା…

ଭୁବନେଶ୍ୱର: ଦୀପା ସାହୁ । ଏକଦା ଓଡିଆ ଆଲବମ୍ ଜଗତରେ ଆଲବମ୍ କୁଇନ ଭାବେ ବେଶ୍ ରାଜ କରୁଥିଲେ । ତାଙ୍କର ଯେଉଁ ବି ଆଲବମ୍ ରିଲିଜ ହେଉଥିଲା ତାହା ବେଶ୍ ଲୋକପ୍ରିୟ ହେଇଥିଲା । ଆଜିର ଆଗ ଧାଡିର ଅଭିନେତାଙ୍କ ସହ ସେ ବହୁ ଆଲବମରେ ଅଭିନୟ କରିଛନ୍ତି । ଯେତେବେଳେ ଆଲବମ୍‌ର କ୍ରେଜ ଥିଲା…

ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର : ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କର ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସକାଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୀପା କ୍ୟାନସରରେ ପୀଡିତ ଥିଲେ ।…

ଓଡ଼ିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନ୍ସର

ଭୁବନେଶ୍ୱର: ଓଡ଼ିଆ ଆଲବମ୍ କୁଇନ୍ ଦୀପା ସାହୁଙ୍କୁ କ୍ୟାନ୍ସର । ଆଲବମ୍ ହିରୋଇନ୍ ଦୀପା ସାହୁ ଜରାୟୁ କ୍ୟାନ୍ସର ରୋଗରେ ପୀଡିତ ଥିବା ଜଣାପଡିଛି । ଏହା ଜଣାପଡିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱେଚ୍ଛାସେବୀ ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ଦୀପା ସାହୁଙ୍କୁ…