Latest Odisha News

BREAKING NEWS

Browsing Tag

Delhi borders

ଚାଷୀଙ୍କ ଚକା ଜାମ୍ ଡାକରା, ଦିଲ୍ଲୀ ସୀମାରେ ପୋଲିସ ସହ ଅର୍ଦ୍ଧ ସାମରିକ ବଳ ମୁତୟନ

ନୂଆଦିଲ୍ଲୀ: କୃଷି ଆଇନ୍ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷକ ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ଯାଏ ଦେଶବ୍ୟାପୀ ଚକା ଜାମ୍ ଡାକରା ଦେଇଛନ୍ତି । ତେବେ, ଦିଲ୍ଲୀ-ଏନସିଆରରେ ଚକା ଜାମ୍ କରାଯିବ ନାହିଁ ବୋଲି କୃଷକ ନେତା କହିଛନ୍ତି । ତଥାପି ଦିଲ୍ଲୀ ପୋଲିସ ଆଲର୍ଟରେ ରହିଛି ।…

ଟ୍ରାକ୍ଟର ରାଲି ବେଳେ ସୀମାରେ ବ୍ୟାରିକେଡ୍ ଭାଙ୍ଗିଲେ, ଲୁହ ବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ

ନୂଆଦିଲ୍ଲୀ: ସିଂଘୁ, ଟିକରି ଏବଂ ଗାଜିଆବାଦ ବର୍ଡରରେ ଟ୍ରାକ୍ଟର ରାଲିକୁ ନେଇ ପୋଲିସ-ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଛନ୍ତି । ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ପୋଲିସ ଗାଜିଆବାଦ ବର୍ଡରରେ…