Latest Odisha News

BREAKING NEWS

Browsing Tag

Delhi CM

ବଢ଼ିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ: ସରକାରୀ ବଙ୍ଗଳା ନବୀକରଣର ଅଡ଼ିଟ୍ କରୁଛି CAG

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣରେ ଆର୍ଥିକ ଅନିୟମିତତା ଅଭିଯୋଗର ଅଡିଟ୍ ଆରମ୍ଭ କରିଛି କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧିକାରୀମାନେ । ଏହି…

ବିଜେପି ଗଡ଼ରେ ବିଜେପିକୁ କଡା ଟକ୍କର ଦେବ ଆପ୍-ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ବିଜେପି ଗଡରେ ବିଜେପିକୁ କଡା ଟକ୍କର ଦେବ ଆପ୍ । ଏମିତି ଦୃଢୋକ୍ତି ବାଢିଛନ୍ତି କେଜ୍ରିୱାଲ । ଏକଜିଟ୍ ପୋଲ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ   କହିଛନ୍ତି, ଶାସକ ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ…

ସିଙ୍ଗାପୁର ଭାଇରସ୍‌ ଭାରତରେ ତୃତୀୟ ତରଙ୍ଗ ହୋଇପାରେ; କେନ୍ଦ୍ରକୁ କେଜ୍ରିୱାଲଙ୍କ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ସିଙ୍ଗାପୁରରେ ଚିହ୍ନଟ ହୋଇଥିବା ନୂଆ କରୋନା ଷ୍ଟ୍ରେନ୍‌କୁ ନେଇ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି। ଏହା ଭାରତରେ ତୃତୀୟ ତରଙ୍ଗ ହୋଇପାରେ ବୋଲି  ସେ କହିଛନ୍ତି। ଏହି ଭୂତାଣୁ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ।…

ଦିଲ୍ଲୀରେ ତିଆରି ହେଲା ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟର

ନୂଆଦିଲ୍ଲୀ: ଦିଲ୍ଲୀରେ ତିଆରି ହୋଇଛି ବିଶ୍ୱର ସବୁଠାରୁ ବଡ କୋଭିଡ ସେଣ୍ଟର । ଦିଲ୍ଲୀର ଛତରପୁର ଅଞ୍ଚଳରେ ରାଧା ସ୍ୱାମୀ ସତସଙ୍ଗ ବେସ୍ କ୍ୟାମ୍ପରେ ୧୦ ହଜାର ଶଯ୍ୟା ବିଶିଷ୍ଟ କରୋନା ସେଂଟର ତିଆରି କରାଯାଇଛି । ଏହାକୁ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।…

ଦିଲ୍ଲୀରେ ପସିଲେ ପଙ୍ଗପାଳ, ମୁକାବିଲା ପାଇଁ ବସିଲା ଜରୁରୀ ବୈଠକ

ନୂଆଦିଲ୍ଲୀ: ଗୁରୁଗ୍ରାମ ପରେ ଏବେ ଦିଲ୍ଲୀରେ ପସିଲେ ପଙ୍ଗପାଳ । ଏହାକୁ ନେଇ ଦିଲ୍ଲରେ ହାଇ ଆଲର୍ଟ ଜାରି ହୋଇଛି । ପରିସ୍ଥିତିକୁ ଦେଖି ଏହାର ମୁକାବିଲା ପାଇଁ ଦିଲ୍ଳୀ ସରକାର ଏକ ଜରୁରୀ ବୈଠକ ଡାକିଛନ୍ତି । ଦିଲ୍ଲୀ ବିକାଶ ମନ୍ତ୍ରୀ ଗୋପାଳ ରାୟ ଏହି ବୈଠକ ଡାକିଛନ୍ତି । ବୈଠକରେ ପରିସ୍ଥିତିର…

ଜୁନ୍ ୨୦ରୁ ଦିଲ୍ଲୀରେ ପ୍ରତିଦିନ ହେବ ୧୮୦୦୦ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ଉଗ୍ର ହେଉଛି କରୋନା । ଏଠାରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ତେବେ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କରୋନା ମୁକାବିଲା ପାଇଁ ଉଭୟ…

ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମିଳିବ ମାଗଣା ବିଦ୍ୟୁତ୍ ସେବା: କେଜ୍ରିୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ଗ୍ରାହକଙ୍କ ପଇସା ଦେବାକୁ ପଡିବ ନାହିଁ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁରୁବାର ଦିନ ଘୋଷଣା କରିଛନ୍ତି । ଏହାର କିଛି ସମୟ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଦିନକୁ ‘ଦିଲ୍ଲୀ…