ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ
ନୂଆଦିଲ୍ଲୀ: ହାଉଜ ଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ସୁନାବେଶ । ବିଭିନ୍ନ ନୀତିକାନ୍ତି ସାରିବା ପରେ ଦୁର୍ଲଭ ସୁନାବେଶରେ ସଜେଇ ହୋଇଥିଲା ଶ୍ରୀଜିଉ । ଶଙ୍ଖ, ଘଣ୍ଟ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଦ୍ୟ ସାଙ୍ଗକୁ ହରିବୋଲ, ହୁଳହୁଳି ଓ ଜୟ…