Latest Odisha News

BREAKING NEWS

Browsing Tag

delhi

କୋଇଲା ଅଭାବ; ଗମ୍ଭୀର ହୋଇପାରେ ବିଦ୍ୟୁତ ସଙ୍କଟ

ନୂଆଦିଲ୍ଲୀ: କୋଇଲା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାଜଧାନୀ ଦିଲ୍ଲୀକୁ ବିଦ୍ୟୁତ ଯୋଗାଣ କରୁଥିବା ବିଦ୍ୟୁତ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ କୋଇଲା ଏବଂ ଗ୍ୟାସ ଯୋଗାଇବାରେ…

ଏଥର ଦିପାବଳୀରେ ରାଜଧାନୀରେ ବାଣ ବ୍ୟାନ୍‌

ନୂଆଦିଲ୍ଲୀ: ଏଥର ରାଜଧାନୀ‌ରେ ବାଣ ଫୁଟିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସହରରେ ଭୟଙ୍କର ପ୍ରଦୂଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ଏଥର ମଧ୍ୟ ବାଣ ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି ଦିଲ୍ଲୀ ସରକାର। ବାଣ ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ବ୍ୟାନ୍‌ ଲାଗାଯାଇଛି।…

୪୬ ବର୍ଷରେ ରାଜଧାନୀରେ ସର୍ବାଧିକ ବର୍ଷା ରେକର୍ଡ

ନୂଆଦିଲ୍ଲୀ: ଶନିବାର ସକାଳେ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ମୋଟ ୧୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥର ମୌସୁମୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଶେଷ ଥର ପାଇଁ ୨୦୦୩ ମସିହାରେ ୧,୦୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ୨୦୨୧ ମୌସୁମୀ…

ରାଜଧାନୀରେ ୧୨ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ

ନୂଆଦିଲ୍ଲୀ: ବୁଧବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦିଲ୍ଲୀର କିଛି ଅଂଶରେ ପ୍ରବଳ ବର୍ଷା ଜାରି ରହିଛି। ସେପ୍ଟେମ୍ବରରେ ଅତି କମରେ ୧୨ ବର୍ଷ ମଧ୍ୟରେ ସହରରେ ସର୍ବାଧିକ ଦିନିକିଆ ବୃଷ୍ଟିପାତ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୧୨.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି।…

ଆଜିଠୁ ରାଜଧାନୀରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ରାଜଧାନୀରେ ଖେଲିଲା ସ୍କୁଲ। ଦୀର୍ଘ ଦିନର ବ୍ୟବଧାନ ପରେ ୯ରୁ ୧୨ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଯାଇଥିବା ଜଣାପଡ଼ିଛି। କରୋନା ହେତୁ ପିଲାଙ୍କ ସୂରକ୍ଷାକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରଖାଯାଇଥିଲା। ଜାତୀୟ ରାଜଧାନୀରେ କୋଭିଡ ସ୍ଥିତିରେ ସୁଧାର…

ରାଜଧାନୀରେ ରହିଛି ବିଶ୍ୱର ସର୍ବାଧିକ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ: ଦୁନିଆର ଅଧିକାଂଶ ସର୍ବେକ୍ଷଣ ସହର ତାଲିକାରେ ଦିଲ୍ଲୀ ରହିଛି। ଫୋର୍ବସ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବାଧିକ ସର୍ବେକ୍ଷଣ ହୋଇଥିବା ୨୦ ଟି ସହର ତାଲିକାରେ ନୂଆଦିଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛି। ଖବର ଅନୁଯାୟୀ ଦିଲ୍ଲୀରେ ବର୍ଗ ମାଇଲ ପ୍ରତି…

ଦେଶର ପ୍ରଥମ ସ୍ମଗ ଟାୱାର ଉଦ୍‌ଘାଟନ କଲେ ସିଏମ୍‌ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କନ୍ନାଟ୍ ପ୍ଲେସ୍ ଅଞ୍ଚଳରେ ଥିବା ବାବା ଖରାକ ସିଂ ମାର୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦେଶର ପ୍ରଥମ ସ୍ମଗ ଟାୱାରର ଉଦଘାଟନ କରିଛନ୍ତି। ପ୍ରାୟ ୧ କିଲୋମିଟର ବ୍ୟାସାର୍ଦ୍ଧରେ ପରିବ୍ୟାପ୍ତ ଟାୱାରଟି ପ୍ରତି ସେକେଣ୍ଡରେ ୧୦୦୦ ଘନ ମିଟର ବାୟୁକୁ…

ରାଜଧାନୀରେ ପ୍ରବଳ ବର୍ଷା; ଟ୍ରାଫିକ୍‌ ଜାମ୍‌

ନୂଆଦିଲ୍ଲୀ: ରାଜଧାନୀରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାର ରାତିରୁ ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପ୍ରବଳ ବର୍ଷା ହେତୁ ବିଭିନ୍ନ ଅଞ୍ଚଳରେ ଜଳସ୍ତର ବଢିବାରେ ଲାଗିଛି। ଯାହା ଫଳରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଛି। ଗାଡିଗୁଡ଼ିକର ଲମ୍ବା ଲାଇନ ଲାଗିଛି।…

ଦିଲ୍ଲୀ ଏମ୍ସର ଇମରଜେନ୍ସି ଓ୍ବାର୍ଡରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ହସ୍ପିଟାଲରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟିଛି। ଇମରଜେନ୍ସି ଓ୍ବାର୍ଡର ଗ୍ରାଉଣ୍ଡ ଫ୍ଲୋର୍ ନିକଟ ଷ୍ଟୋର ରୁମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ୭ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସୂଚନା ଅନୁଯାୟୀ, ସୋମବାର ଭୋର୍ ୫ ଟାରେ…

ଦିଲ୍ଲୀରେ ଭୁମିକମ୍ପର ଝଟକା ଅନୁଭୂତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ରବିବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି। https://twitter.com/ANI/status/1406506068092473344?s=19 ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୧ ମପା…