Latest Odisha News
Browsing Tag

Delivery boy

ଅନଲାଇନରୁ ଅର୍ଡର କରିଥିଲେ ଆଇଫୋନ୍, ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା

ଲକ୍ଷ୍ନୌ: ଅନଲାଇନରୁ ଆଇଫୋନ୍ ଅର୍ଡର କରିଥିବା ଜଣେ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାହକ ଜଣକ କ୍ୟାସ୍ ଅନ୍ ଡେଲିଭରି ଜରିଆରେ ଆଇଫୋନ୍ ଅର୍ଡର କରିଥିଲେ। ଯାହାର ମୂଲ୍ଯ ଥିଲା ୧.୫ ଲକ୍ଷ ଟଙ୍କା। ମୃତ ଡେଲିଭରି ବୟ ଜଣଙ୍କ ହେଲେ…

ହୋମ ଡେଲିଭରି ଏଜେଣ୍ଟଙ୍କୁ ଟିକାକରଣ

ଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଏ ସ୍ଥିତିରେ ବର୍ତ୍ତମାନ ସମସ୍ତ ଟିକା କରଣ ଉପରେ ଧ୍ୟାନ ଦିଆଯାଉଛି । ଏହି ପର୍ଯ୍ୟାୟରେ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଅନଲାଇନ୍ ସପିଂ କମ୍ପାନୀ ସହିତ ଜଡିତ ହୋମ ଡେଲିଭରି…

ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ପାଲଟିଛନ୍ତି ଡେଲିଭରି ବଏ

ଭୁବନେଶ୍ୱର: କରୋନା ମହାମାରୀର ଚଡକ ସମସ୍ତଙ୍କୁ ଘାଇଲା କରିଥିଲା । କେଉଁଠି ଶିକ୍ଷକ ପାଲଟିଛନ୍ତି ଦିନ ମଜୁରିଆ, ତ ପୁଣି କେଉଁଠି ଦିନ ମଜୁରିଆ ବିନା କାମରେ ଭାଗ୍ୟକୁ ଆଦରି ବସିଛି । ଏହି ଧାରାରେ ଜଣେ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମଧ୍ୟ ସାମିଲ ହୋଇ ପାଲଟିଛନ୍ତି ଡେଲିଭରି ବଏ ।…

ଡେଲିଭରି ବୟ ନାଁରେ ୧୦ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା: ଜଣେ ଡେଲିଭରି ବୟ ନାଁରେ ୧୦ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି । ଏଭଳି ଅଭିଯୋଗ ଆସିଛି ଇସ୍ପାତ ନଗରୀ ରାଉରକେଲାରୁ । କମ୍ପାନୀ ଖୋଲି ୭୦ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ କରି ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ରାଉରକେଲା ଜିଏସ୍‌ଟି ଅଧିକାରୀ ସୂଚନା ଦେଇଛନ୍ତି ।