ରାଉରକେଲା: ଜଣେ ଡେଲିଭରି ବୟ ନାଁରେ ୧୦ ଲକ୍ଷ ଟଙ୍କାର ଜିଏସ୍ଟି ଠକେଇ ହୋଇଛି । ଏଭଳି ଅଭିଯୋଗ ଆସିଛି ଇସ୍ପାତ ନଗରୀ ରାଉରକେଲାରୁ । କମ୍ପାନୀ ଖୋଲି ୭୦ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ କରି ଜିଏସ୍ଟି ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ରାଉରକେଲା ଜିଏସ୍ଟି ଅଧିକାରୀ ସୂଚନା ଦେଇଛନ୍ତି ।
BREAKING NEWS
- ଆସନ୍ତାକାଲି କୋଟିଆକୁ ନେଇ ସର୍ବଦଳୀୟ ବୈଠକ;ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ କହିଲେ ରାଜସ୍ବ ମନ୍ତ୍ରୀ
- Bomb Threats: ମୁମ୍ବାଇରେ ବିସ୍ଫୋରଣ ନେଇ ମେୟରଙ୍କୁ ଇମେଲ୍, ହାଇଆଲର୍ଟ
- Police Seize Brown Sugar:୨୦ ଲକ୍ଷର ବ୍ରାଉନସୁଗାର ଜବତ:୨ ଗିରଫ; ୫ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
- No PUC, No Fuel: ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବାକୁ ନୂଆ ନିୟମ
- Project Lakshya: ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଲକ୍ଷ୍ୟ’; ଗ୍ରାମାଞ୍ଚଳ ଝିଅଙ୍କ ଫୁଟବଲ ସ୍ୱପ୍ନକୁ ଦେଉଛି ନୂଆ ଉଡାଣ…
- ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଐତିହାସିକ ରାୟ; ଫେରିଲା ୧୧ ଏକର ଜମି
- ଗୁରୁଗ୍ରାମରେ ବିଦ୍ୟୁତ୍ କର୍ମଚାରୀଙ୍କ ଧର୍ମଘଟ, ପ୍ରତିବାଦରେ ଲୋକଙ୍କ ବିକ୍ଷୋଭ
- ଓଲଟିଲା ଡିଜେ ଗାଡ଼ି: ଜଣେ ମୃତ, ୧୦ରୁ ଅଧିକ ଆହତ
- Red Corner Notice: ଋଷୀୟ ମହିଳାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ୍
- ଇନଷ୍ଟା ଡେବ୍ୟୁ କରିବା ମାତ୍ରେ ଭାଇରାଲ ହେଲା ସୋନିଆ ଗାନ୍ଧୀଙ୍କ ପ୍ରଥମ ରିଲ୍, ଭ୍ୟୁଜ୍ ବଢିଲେ କେତେ ରୋଜଗାର ହେବ ଜାଣନ୍ତୁ..

Comments are closed.