କଥା ଗଣତନ୍ତ୍ରର କଥା ସମ୍ବିଧାନର……..
ସ୍ଵାଧୀନତାର ୭୫ ବର୍ଷ ଭିତରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି । ଆମ ସମ୍ବିଧାନ ଆମେ ତିଆରି କରିଛୁ । ଆମ ଦେଶକୁ ଆମେ ଶାସନ କରୁଛୁ । ଏ ଦୀର୍ଘ ବର୍ଷ ଭିତରେ ଆମେ ଅନେକ ଉତ୍ଥାନ ପତନ ଦେଇ ରେ ଗତି କରିଛୁ । ବଦଳିଛି ସରକାର ପରେ ସରକାର । ଦେଶରେ ଅନେକ ବିକାଶର ଚିତ୍ର ଅଙ୍କା ଯାଇଛି…