Latest Odisha News

BREAKING NEWS

Browsing Tag

Dengue

ଗ୍ଲୋବାଲ୍ ୱାର୍ମିଂ ଡେଙ୍ଗୁ ଜ୍ୱରର ବିସ୍ତାର ହ୍ରାସ କରିପାରେ; ରିପୋର୍ଟ

ୱାଶିଂଟନ୍: ଗ୍ଲୋବାଲ୍ ୱାର୍ମିଂ ଡେଙ୍ଗୁ ଜ୍ୱରର ବିସ୍ତାରକୁ ସୀମିତ କରିପାରେ। ଗ୍ଲୋବାଲ୍ ୱାର୍ମିଂ କମିପାରେ ଡେଙ୍ଗୁର ପ୍ରଭାବ। ଗୁରୁବାର ଦିନ ପିଏଲ୍‌ଓଏସ୍‌ ନେଗ୍‌ଲେଟେଡ୍‌ ଟ୍ରପିକାଲ୍ ଡିଜିଜ୍ ପତ୍ରିକାରେ ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି। ଉଷ୍ମ ତାପମାତ୍ରାରେ ଡେଙ୍ଗୁ ଭୂତାଣୁ ସଂକ୍ରମଣ…

କଟକ ଏସସିବିରେ ଡେଙ୍ଗୁ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ

କଟକ: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ(ଏସସିବି) ରେ ବୁଧବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତକ ରୋଗୀଙ୍କ ନାମ ରମା ବାରିକ (୫୦) ଏବଂ ସେ ପୁରୀ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ…

ଓଡ଼ିଶାରେ ଡ଼େଙ୍ଗୁ ଆତଙ୍କ: କଟକ ଡ଼ାକ୍ତରଖାନାରେ ଏବର୍ଷ ପ୍ରଥମ ରୋଗୀଙ୍କ ମୃତ୍ୟୁ

କଟକ: ଏବର୍ଷ ଓଡ଼ିଶାର ପ୍ରଥମ ଡ଼େଙ୍ଗୁ ରୋଗୀଙ୍କ କଟକ ଏସସିିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ଏସସିବି ଡ଼େଙ୍ଗୁ ନୋଡ଼ାଲ୍ ଅଧିକାରୀଙ୍କ ସୂଚନାକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଜଣେ ମହିଳା ରୋଗୀ ଜୁଲାଇ ୨୯ ତାରିଖରେ ହସ୍ପିଟାଲରେ ଚିକିତ୍ସା…