Latest Odisha News

BREAKING NEWS

Browsing Tag

Dengue

ବିଜେପିର ‘ଡେଙ୍ଗୁ’ ପ୍ରତିବାଦ, ବିଏମସି ଅଫିସ୍ ସମ୍ମୁଖ ରାସ୍ତା ଉପରେ ମଶାରୀ ଟାଣିଲେ

ଭୁବନେଶ୍ୱର: ଡେଙ୍ଗୁ ଜରରେ କମ୍ପୁଛି ଭୁବନେଶ୍ୱର । ଗଲାଣି ୨ ଜୀବନ । ରାଜଧାନୀରେ ଡେଙ୍ଗୁ କାୟା ବିସ୍ତା କରି ଚାଲିଥିବା ବେଳେ ପ୍ରଶାସନର ଅପାରଗତାକୁ ନେଇ ପ୍ରତିବାଦ କରିଛି ବିଜେପି । ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ, ଗତବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ…

ଖୋର୍ଦ୍ଧାରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଭୁବନେଶ୍ୱର ହଟସ୍ପଟ୍

ଭୁବନେଶ୍ୱର: ଡରାଉଛି ଡେଙ୍ଗୁ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୫୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ଟପିଛି । ତେବେ ଚିହ୍ନଟ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଧିକାଂଶ ଥିବା ଜଣାପଡ଼ିଛି । ବିଏମସି…

ଡେଙ୍ଗୁ ଭୁବନେଶ୍ୱରବାସୀଙ୍କ ଚିନ୍ତା ବଢାଇଛି

ଭୁବନେଶ୍ୱର : ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା।  ଡେଙ୍ଗୁ କବଳରେ ଏବେ ରାଜଧାନୀ ଭୁବନେଶ୍ୱର । ଡେଙ୍ଗୁ ପାଇଁ ଭୁବନେଶ୍ୱରବାସୀ ଙ୍କ ଚିନ୍ତା ବଢିଯାଇଛି । କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପାଇଁ ଶଯ୍ୟାର ଘୋର ଅଭାବ ଦେଖା ଦେଇଛି। ଡେଙ୍ଗୁକୁ ନେଇ ଚିନ୍ତାଜନକ ସ୍ଥିତି ଥିବା…

କାୟା ବିସ୍ତାର କରିଛି ଡେଙ୍ଗୁ, ରାଜଧାନୀରେ ବଢୁଛି ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଡେଙ୍ଗୁ ବଢାଇଲାଣି ଡର। ଆତଙ୍କ ଖେଳାଇ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ ଜ୍ୱର। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ ରୋଗ। ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଶନିବାର 95 ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା…

ରାଜଧାନୀରେ ଡେଙ୍ଗୁ ନେଲା ପୂର୍ବତନ ପୋଲିସ ଅଧିକାରୀଙ୍କ ଜୀବନ

ଭୁବନେଶ୍ୱର: ବର୍ଷା ଋତୁ ଆରମ୍ଭ ପୂର୍ବରୁ ରାଜଧାନୀରେ ଡେଙ୍ଗୁ ଜଣଙ୍କ ଜୀବନ ନେଇଛି । ସୂଚନା ଅନୁସାରେ, ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଜଣେ ପୂର୍ବତନ ପୋଲିସ ଅଧିକାରୀ । ପୂର୍ବତନ ଅତିରିକ୍ତ ଡିସିପି ଶୁଭ୍ରାଂଶୁ ସେଠୀ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।…

ରାୟଗଡାରେ ଡେଙ୍ଗୁ ଜ୍ୱର ଆତଙ୍କ, ଚିକିତ୍ସା ପାଇଁ ଆନ୍ଧ୍ର ଧାଉଁଛନ୍ତି ଲୋକେ

ରାୟଗଡା: କରୋନା ମହାମାରୀ ପରେ ଡେଙ୍ଗୁ ଜ୍ୱରକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । ଏହି ଧାରାରେ ଏବେ ରାୟଗଡା ଜିଲ୍ଲାର ବିଭିନ୍ନ ଅଂଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ଚିହ୍ନଟ ହେବାରେ ଲାଗିଛି । ଜିଲ୍ଲାର ଲେଲବାଡି ଗାଁରେ ଗତ ତିନିଦିନ ମଧ୍ୟରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଦୀପ…

ରାଜଧାନୀରେ ହଜାରେ ଡେଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ହଜାରେ ପାର କରିଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରୁ ଆଉ ୩୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧ହଜାର ୯କୁ ବୃଦ୍ଧି ପାଇଛି । ତେବେ ସେମାନଙ୍କ ଭିତରୁ ୭୦୬…

ଡରାଉଛି ଡେଙ୍ଗୁ, ଭୁବନେଶ୍ବରରୁ ଆଉ ୫୦ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରକୁ ଡରାଉଛି ଡେଙ୍ଗୁ । ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ମୋଟ ୫୦ ଜଣ ଡେଙ୍ଗୁ ରୋଗୀ । ଫଳରେ ଭୁବନେଶ୍ବରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି…

ଗ୍ଲୋବାଲ୍ ୱାର୍ମିଂ ଡେଙ୍ଗୁ ଜ୍ୱରର ବିସ୍ତାର ହ୍ରାସ କରିପାରେ; ରିପୋର୍ଟ

ୱାଶିଂଟନ୍: ଗ୍ଲୋବାଲ୍ ୱାର୍ମିଂ ଡେଙ୍ଗୁ ଜ୍ୱରର ବିସ୍ତାରକୁ ସୀମିତ କରିପାରେ। ଗ୍ଲୋବାଲ୍ ୱାର୍ମିଂ କମିପାରେ ଡେଙ୍ଗୁର ପ୍ରଭାବ। ଗୁରୁବାର ଦିନ ପିଏଲ୍‌ଓଏସ୍‌ ନେଗ୍‌ଲେଟେଡ୍‌ ଟ୍ରପିକାଲ୍ ଡିଜିଜ୍ ପତ୍ରିକାରେ ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି। ଉଷ୍ମ ତାପମାତ୍ରାରେ ଡେଙ୍ଗୁ ଭୂତାଣୁ ସଂକ୍ରମଣ…

କଟକ ଏସସିବିରେ ଡେଙ୍ଗୁ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ

କଟକ: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ(ଏସସିବି) ରେ ବୁଧବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତକ ରୋଗୀଙ୍କ ନାମ ରମା ବାରିକ (୫୦) ଏବଂ ସେ ପୁରୀ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ…