Latest Odisha News

BREAKING NEWS

Browsing Tag

Depsang

୧୬ ଘଣ୍ଟା ଚାଲିଲା ଭାରତ-ଚୀନ୍ କମାଣ୍ଡର ସ୍ତରୀୟ ବୈଠକ, ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଶନିବାର ଦିନ ୧୦ଟାରୁ ବସିଥିବା ଦଶମ ପର୍ଯ୍ୟାୟ ବୈଠକ ରାତି ୨ଟାରେ ସରିଛି । ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକରେ ବିବାଦୀୟ କ୍ଷେତ୍ରରୁ ସୈନ୍ୟ ଅପସାରଣ ଉପରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି । ସେନା ସୂତ୍ର ଅନୁସାରେ- ଉଭୟ ପଟର…

ଭାରତ-ଚୀନ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ, ଦେପସାଙ୍ଗ-ଗୋଗରା-ହଟ୍ ସ୍ପ୍ରିଙ୍ଗକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ପ୍ୟାଙ୍ଗୋଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ସୈନ୍ୟ ପ୍ରତ୍ୟାହାର ପରେ ଭାରତ ଓ ଚୀନ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ ବସୁଛି । ଏହି ବୈଠକରେ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗ, ଗୋଗରା ଓ ଦେପସାଙ୍ଗ କ୍ଷେତ୍ରରୁ ସୈନିକ ହଟାଇବା ପ୍ରସଙ୍ଗରେ ଆଲୋଚନା ହେବ । ଏହି ବୈଠକ ଏଲଏସିର ଚୀନ…

ପ୍ୟାଙ୍ଗୋଗ ପରେ ଲଦାଖ-ଦେପସାଙ୍ଗ ନେଇ ଚୀନ ସହ ହୋଇପାରେ ବୁଝାମଣା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖକୁ ନେଇ ବର୍ଷେ ହେଲା ଜାରି ରହିଥିବା ବିବାଦ ଶେଷ ହେବା ଉପରେ । ଦୁଇ ଦେଶ ମଧ୍ୟରେ ପ୍ୟାଙ୍ଗୋଗକୁ ନେଇ ବୁଝାମଣା ହୋଇଛି । ଏପ୍ରିଲ୍ ୨୦୨୦ ପୂର୍ବ ସ୍ଥିତି ଲାଗୁ କରିବାକୁ ଚେଷ୍ଟା କରାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର…