ଅବସର ନେବେ ପୋଲିସ ଡିଜି ଅଭୟ
ଭୁବନେଶ୍ବର : ଆସନ୍ତା ଡିସେମ୍ବର ଶେଷରେ ଅବସର ନେବେ ପୋଲିସ ଡିଜି ଅଭୟ । ଡିସେମ୍ବର ୩୧ ତାରିଖ ସୁଦ୍ଧା ଚାକିରିରୁ ଅବସର ନେବେ ପୋଲିସ ଡିଜି ଅଭୟ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହାସହ ଖୁବଶୀଘ୍ର ନୂଆ ଡିଜିପିଙ୍କ ନାଁ ଘୋଷଣା କରିପାରନ୍ତି ରାଜ୍ୟ ସରକାର…