Latest Odisha News

BREAKING NEWS

Browsing Tag

Dhabaleswarpitha

ପଞ୍ଚୁକର ପ୍ରଥମ ଦିନ; ଖାଁ ଖାଁ ଧବଳେଶ୍ବର ପୀଠ

ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ଭାବରେ ପାଳନ କରାଯାଏ। ପ୍ରତିବର୍ଷ ପଞ୍ଚୁକ ଓ ବଡଓଷା ପାଳନ କରିବାକୁ ଧବଳେଶ୍ଵର ଶୈବ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳେ। ପ୍ରତିବର୍ଷ ଏହି ଶୈବ ପୀଠରେ ବେଶ୍ ଧୁମଧାମର ସହ ପଞ୍ଚୁକ ଓ ବଡଓଷା ପାଳନ କରାଯାଏ।…

କୋଭିଡ କଟକଣା ମଧ୍ୟରେ ହେବ ଶ୍ରୀ ଧବଳେଶ୍ବରଙ୍କ ନିତିକାନ୍ତି: ଘରେ ରହି ଦର୍ଶନ କରିବେ ଶ୍ରଦ୍ଧାଳୁ

କଟକ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ପଞ୍ଚୁକ।ଏହାସହ ଆରାଧ୍ୟ ଦେବ ଶ୍ରୀଶ୍ରୀଧବଳେଶ୍ବରଙ୍କ ପୀଠରେ ଆରମ୍ଭ ହେବ ପଞ୍ଚୁକ ବ୍ରତ। ନଭେମ୍ବର ୨୮ ତାରିଖ ଦିନ ଏଠାରେ ପାଳନ ହେବ ବଡ଼ଓଷା। କୋଭିଡ ଗାଇଡ଼ଲାଇନକୁ ଦୃଷ୍ଟିରେ ରଖି ଚଳିତ ଥର ବିନା ଭକ୍ତରେ ଏଠାରେ ପଞ୍ଚୁକ ଯାତ୍ରା ଅନୁଷ୍ଠିତ ହେବ। ଏନେଇ…