Latest Odisha News

BREAKING NEWS

Browsing Tag

Dhalasamanta Brothers

ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ସର୍ଚ୍ଚ ଅପରେସନ୍

କଟକ: ଧଳସାମନ୍ତ ବ୍ରଦର୍ସଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କମିଶରେଟ ପୋଲିସ । ଆଜି ଦ୍ୱିତୀୟ ଦିନରେ ଡି-ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ଡିଏସ୍ ହାଉସରେ ସର୍ଚ୍ଚ ଜାରି ରହିଛି । ସା ଭାଇ ସୁଶୀଲ ଧଳସାମନ୍ତଙ୍କୁ ସାଙ୍ଗରେ ଆଣି ତାଙ୍କ ଉପସ୍ଥିତିରେ ପୋଲିସ ଖୋଳତାଡ ଚଳାଇଛି । ଗତକାଲି ଖୋଜାଖୋଜି…

ଗ୍ୟାଙ୍ଗଷ୍ଟର ‘ଡି’ ବ୍ରଦର୍ସଙ୍କ ଘରୁ ୮ ବନ୍ଧୁକ, ୫ଶହ ଗୁଳି ଜବତ; ଜେଲରୁ ଚଳାଉଛନ୍ତି ନେଟଓ୍ୱର୍କ

କଟକ: କଟକର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ଧଳସାମନ୍ତ ବ୍ରଦର୍ସ ଏବେ ପୁଣି ଚର୍ଚ୍ଚାରେ । ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ୍‌ ଧଳସାମନ୍ତ ଜେଲ୍‌ରେ ଥାଇ ଅପରାଧିକ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ତଥ୍ୟ ସାମନାକୁ ଆସିଛି । ଖୋଳତାଡ ବେଳେ ଡି’ ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ଘରେ ରେଡ୍ ବେଳେ ବାକ୍ସ…