Latest Odisha News
Browsing Tag

dharabahik upanyas

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୭)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଫୁଲୁରୀ ଫେରି ଆସିଥିଲା ସତକୁ!! ଉଜୁଡ଼ା କ୍ଷେତର ମାଲିକ ଭଳି । ସର୍ବସ୍ୱ ହରାଇଥିବା ଚାଷୀଟେ ପରି ଫେରିଥିଲା । ଆଲୁରାବାଳ, ଆଖିପସିଯାଇଛି ଭିତରକୁ । କହରା କେଶ... କୋଳଖାଲି । ମଳିକ ପଡ଼ିଯାଇଥିଲା ମୁହଁ ତା’ର । ଯେମିତି ମାସ ମାସ ଧରି…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୬)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଈଶ୍ୱର ବାହାଘର ଦିନ ନିଗୁ ଯାଇଥିଲା ତା’ସହ । ମନ୍ଦିରରେ ବେଶ୍ ଉତ୍ସାହର ସହ ବାହାଘର ହେଲା । ଈଶ୍ୱରର ପ୍ରେମ ଦେଖି ତା' ମଧ୍ୟ ଈର୍ଷା ହୋଇଥିଲା । ଏତେ ବେଶୀ ଭଲପାଇ ହୁଏ ଗୋଟେ ଝିଅକୁ?? ସେମାନେ ଧୁମ୍ ନାଚି ଥିଲେ । ଏମିତି ଅନେକ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୪)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଖାଁ.. ଖାଁ ଖାଇଗୋଡ଼ାଉଥିଲା ତାଙ୍କର ଘର ଅଗଣା, ବାଡ଼ି-ଖଳାବାଡ଼ି, ଘସିଭାଡ଼ି, ପୋଖରୀତୁଠ, କୂଅମୂଳ ସବୁ କୋଣ ଅନୁକୋଣ । କେଜାଣି କେଉଁଟି ତାଙ୍କୁ ଶାନ୍ତି ଲାଗୁନଥିଲା । ଈଶ୍ୱର ବୋଉ ଚୁପ୍‌ଚାପ ବସିଥିଲା ଦୋକଡ଼ିରେ । ଦୋକଡ଼ିର କୋଣକୁ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୩)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ କେତେ ଝଡ଼ ଆସିଛି ଭାଙ୍ଗି ଦେଇଛି ତାଙ୍କ ସୁଖର ଛପର ଦିଆ କୁନିଘର । ଉଡ଼ାଇ ନିଏ ନଡ଼ାକୁଟା ପତ୍ର... । ଭାଙ୍ଗିଦିଏ ଡାଳ । ମନର ଝଡ଼ରେ ଭାଙ୍ଗେ ଛୋଟ ହୃଦୟ । ଚୁନାଚୁନା ହୋଇ ବିକ୍ଷିପ୍ତ ହୋଇଯାଏ ଦୁଃଖର ସମୁଦ୍ର ଭିତରେ । ସେଠି ହାତପାଏନା କି…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୧)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’  ଗାଁ ପାଣି କାଦୁଅ - କୂଅପୋଖରୀ, ନଈ, ବିଲ ପାଟ ଭିତରେ ବଢ଼ି ଆସିଥିବା ଈଶ୍ୱର ଏକୁଟିଆ ହୋଇଯାଇଥିଲା । ନିଃସଙ୍ଗତା ଓ ଅସହାୟତା ତାକୁ ଯେମିତି ଭାରି କରିଦେଇଥିଲା । ସେ ଜାକିହୋଇ ବସିଥିଲା ଛୋଟା ଘରୁ ବାହାରି ଆସି ଖଣ୍ଡିଆ ପୋଲଆଡ଼େ ।…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୦)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଫୁଲୁରୀ ଛାତିରୁ ଖସିଯାଇଥିବା ଶାଢ଼ୀକୁ ସଜାଡ଼ିଲା । ପୁଅ ଶୋଇଗଲାଣି ଏୟା ଭିତରେ । ପୁଅକୁ କାନ୍ଧରେ ପକାଇ ଉଠିଲା ଯିବାକୁ । ପଇସା ନେବାକୁ କୁନ୍ଥକୁନ୍ଥ ଫୁଲୁରୀର ହାତରେ ଜିଦ୍‌କରି ଗୁଞ୍ଜିଦେଲା ବାବୁ । ଫୁଲୁରୀ କହିଲା - ‘ତୁ ଖୁବ୍…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୯)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ମାଓଲି ବସିଥିଲା ତାଙ୍କ ବସ୍ତିର ଅଗଣା ଆଗରେ । ଆକାଶରେ କେତେ ଚଢ଼େଇ... । କେଇଟା କାଉ ତାଙ୍କ ଘର ଆଗ ଦେଇ ଟଣାଯାଇଥିବା ଟିଣର ଛପର ଉପରେ ବସି ବୋବୋଉ ଥିଲେ ଅତି କର୍କଷ ଭାବରେ । ଗାଲରେ ହାତଦେଇ କଣ୍ଢେଇ ସହ ଖେଳୁଛି ତା'ର ସାନ ଭଉଣୀ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୬)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଟ୍ରେନ୍ ଧାଉଁଚି ଷ୍ଟେସନ୍ ଆଡ଼କୁ, ପୁଣି ଛାଡ଼ିଯାଉଛି ଆଉ ଏକ ନୂଆ ଷ୍ଟେସନ୍‌ରେ ପହଞ୍ôଚବା ଆଗ୍ରହରେ ଦ୍ରୁତଗାମୀ ହୋଉଛି ପୁଣି ଆଉ ଏକ ଟ୍ରେନ୍‌... । କୋଳାହଳ-ବ୍ୟସ୍ତତା, ବିବ୍ରତ ଭିତରେ ଆପଣା ରାସ୍ତାରେ କିଛି ହୁଇସିଲ୍‌ର ଶବ୍ଦ,…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୫)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ନଈକୂଳରେ କଣ୍ଡିଆ, ଯେଉଁଠି ବିରି, ମୁଗ, କନ୍ଦମୂଳ ଓ ପରିବା ଚାଷ ହୁଏ । ପାଣିଘରୁ ପମ୍ପରେ ପାଣି ଉଠାଯାଏ ପାଳିକରି ଖରାଦିନ ମାନଙ୍କରେ । ଭାଡ଼ିଘର ଉପରେ ଜଗନ୍ତି ଜନ୍ତୁମାନଙ୍କୁ ରାତିରେ ପାଲିକରି । ସେଇଠି ନଦୀ ତା'ର ପ୍ରଥମ ପ୍ରେମ…

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ (୪)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ 'ଈଶ୍ୱର ମରିଗଲା ପରେ' ଈଶ୍ୱର କାନ କୁଣ୍ଡାଇ ଟିକେ ଲାଜ ଲାଜ ହୋଇ କହିଥିଲା – ନାଇ, କେଉଠୁ ଶିଖିନି!! କିନ୍ତୁ ଭଲ ଲାଗେ ଗାଏ... – ବାଃ!! ନଶିଖି ଏତେ ଚମତ୍କାର ଗାଇ ପାର... ଭଲ କଥା । କେହି ତୁମ ପରିବାର ଗୀତ ଗାଆନ୍ତି ନାହିଁ ସତରେ?? – ନା’... – ଏହା…