ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ " ବେଳାଭୂମିର ଚିହ୍ନ "
ବିଂଶ ଓ ଏକବିଂଶ ଶତାବ୍ଦୀକୁ ଭୋଗ କରିଥିବା ଜଣେ ମନୁଷ୍ୟ ଆତ୍ମସମୀକ୍ଷା କରିବା ସମୟରେ, ତା ପାଖରେ ଅନୁଭୂତିର ପରସ୍ତ ପରସ୍ତ ଉପାଦାନ ସତ୍ତ୍ୱେ, ଆଜି କାହିଁକି ମୋର ମନ, ଚିନ୍ତନ ଅଧିକ ମାତ୍ରାରେ ଅତୀତ ଅଭିମୁଖୀ…