ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୯)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଭୁବନେଶ୍ୱରରେ ରହୁଥିବା ଘରର ତାଲାଖୋଲି ଭିତରେ ପାଦ ଦେଉ ଦେଉ ମୁଣ୍ଡରୁ ପାଦଯାଏ ଝାଳରେ ବୁଡ଼ିଗଲି । ସାରା ଘର ଚକ୍ରାକାରରେ ଘୂରିବାକୁ ଲାଗିଲା । ସବୁ ଜାଗାରେ ଚନ୍ଦ୍ରଭାନୁଙ୍କ ଅସ୍ତିତ୍ୱ ଚଳପ୍ରଚଳ ହେଉଥିଲା । ଏମିତିରେ…